ହାତୀ ଉଜାଡିଲେ  ଧାନ ଫସଲ

0 2

କିଶୋରନଗର /ସୁଶାନ୍ତ ମହାନନ୍ଦିଆ): କିଶୋରନଗର ବ୍ଲକ ଓସ୍କାପାଲି ପଂଚାୟତ ଚଟିଆ ମାଳ ଗ୍ରାମର ପୁରୀ ବେହେରା ଓ ଭାସ୍କର ବେହେରା ଙ୍କର ବିଲରେ ଗତ ୧୯ ତାରିଖ ଶନିବାର ଦିନ ରାତିରେ ପ୍ରାୟ ୩/୪ଟି ଵିଲରେ ହାତୀ ଧାନ ଫସଲ ଖାଇବା ସହିତ ନଷ୍ଟ କରିଛନ୍ତି। ଏନେଇ  କିଶୋରନଗର ବନଅଧିକାରୀ ମାନସ୍ମିତା ସାହୁ ଗତ ରବିବାର ଦିନ ପହଞ୍ଚି ତଦନ୍ତ କରିବା ସହିତ ପ୍ରଶାସନିକ କ୍ଷତିପୂରଣ ଯୋଗାଇ ଦେବାର ବ୍ୟବସ୍ଥା  କରିବା ପାଇଁ ଚାଷୀଙ୍କୁ ପ୍ରତିଶୃତି ଦେଇଛନ୍ତି I

Leave A Reply

Your email address will not be published.