ଟ୍ରେନରେ କଟି ବୃଦ୍ଧାଙ୍କ ମୃତ୍ୟୁ

0

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ପୂର୍ବତଟ ରେଳ ପଥ ର ଯୁଜୁମୁରା ରେଳ ଷ୍ଟେସନ ଠାରୁ ୪ କିମି ଦୂରରେ ଟ୍ରେନ ରେ କଟି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି I ମୃତକ ଜଣକ ହେଲେ ଯୁଜୁମୁରା  ଥାନା  ଅନ୍ତର୍ଗତ ଅନ୍ଧାରି ଗାଁର ଅରକ୍ଷିତ ସୁହୁକା I ଆଜି ରେଢାଖୋଲ ଆରପିଏଫ ଘଟଣାସ୍ଥଳକୁ ଯାଇ ବୃଦ୍ଧାର ଶବ ଜବତ କରିଥିଲା I ଏନେଇ ଆରପିଏଫ ଥାନାରେ ଏକ ମାମଲା ରୁଜୁ ହେବା ସହ ଶବ ବ୍ୟବଛେଦ ପାଇଁ ପଠାଯାଇଛି I

Leave A Reply

Your email address will not be published.