ରାସ୍ତାରେ  ପାଣିପକାଇ ସମସ୍ୟା ଦୂରପାଇଁ ଦାବି

0

 

 

ଆଗାମୀ ୨୪ ତାରିଖ ହାଇସ୍କୁଲ ପରୀକ୍ଷା . ବର୍ତମାନ ହାଟଡିହି ବ୍ଲକର ବିଭିର୍ନ ରାସ୍ତାରେ କାମ ଚାଲୁଅଛି | କେବଳ ପେଚ ପକା କାମ . ଯାହାଫଳରେ ରାସ୍ତାରେ ଗମନ ଗମନ ବିପଦ ପୁର୍ଣ ହୋଇ ଯାଇଛି |  ସହସହ ଅଭିଯୋଗ ସତ୍ୱେ କୌଣସି ସୁବ୍ୟବସ୍ଥା ହୋଇ ନାହିଁ. ମରେଇଗାଁ ରାସ୍ତା, ଷଡ଼ଙ୍ଗ ରାସ୍ତା, ଶାଳନିଆ ରାସ୍ତା, ହାଟଡିହି ରାସ୍ତାରେ ପାଣି ପକାଇବା ସଂଗେ ସଂଗେ ଆଗାମୀ ୨୩ ତାରିଖ ହାଇସ୍କୁଲ ପରୀକ୍ଷା ଉପଲକ୍ଷେ ଭାରୀଯାନ ନିଷିଦ୍ଧ କରିବାକୁ  ଅଂଚଳ ବାସି ଜିଲ୍ଲାପାଳ ଦୃଷ୍ଟିଦେବାକୁ ବୁଦ୍ଧିଜୀବୀ ମହଲରେ ଚର୍ଚା ଜୋର ଧରିଛି |

Leave A Reply

Your email address will not be published.