ଶିଶୁଙ୍କୁ ଜୀବନ ସହ ଖେଳ, ୩ ଶିଶୁଙ୍କୁ ଏକ୍ସପାରୀ ସାଲାଇନ୍ On Feb 15, 2018 18 Share ବଲାଙ୍ଗିର/ Nirioj Mishra : ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁଙ୍କୁ ଜୀବନ ସହ ଖେଳ, ୩ ଶିଶୁଙ୍କୁ ଏକ୍ସପାରୀ ସାଲାଇନ୍ ଦିଆଯାଇଥିବା ଅଭିଯୋଗ, ଅଭିଯୋଗ ପରେ ସାଲାଇନ ହଟାଇ ନେଇଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ସୂଚନା, ଷ୍ଟୋରରୁମ୍ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଉପରେ ଦୋଷ ଲଦିଲେ ଡାକ୍ତର . 18 Share FacebookTwitterGoogle+ReddItWhatsAppPinterestEmail