ଅରୁନ୍ଧତୀର 26 ବର୍ଷର ସଫଳ ଯାତ୍ରା

0

ବ୍ରହ୍ମାନନ୍ଦ ମେହେର ଓ ଅଚ୍ୟୁତାନନ୍ଦ ମେହେରଙ୍କ ଆପ୍ରାଣ ପ୍ରଚେଷ୍ଟା, କଠିନ ପରିଶ୍ରମ ଓ ଦୃଢ଼ ଆତ୍ମବିଶ୍ୱାସର ଫଳସ୍ୱରୂପ ଆଜି ଅରୁନ୍ଧତୀ ସଫଳତାର ଶୀର୍ଷରେ ପହଞ୍ଚିଛି। ବଲାଙ୍ଗିରରୁ ଆରମ୍ଭ ହୋଇଥିବା ଏହି ସଫଳତାର ଯାତ୍ରା ଆଜି ପଶ୍ଚିମ ଓଡ଼ିଶା, ପରେ ଭୁବନେଶ୍ୱର ଏବଂ ଶ୍ରୀକ୍ଷେତ୍ର ପୁରୀରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।

ଏବେ ଏହି ଗୌରବମୟ ଯାତ୍ରାର ଆଉ ଏକ ନୂଆ ଅଧ୍ୟାୟ—କଲିକତାରେ ମଧ୍ୟ ଖୋଲିବ ଅରୁନ୍ଧତୀ।

“୨୬ ବର୍ଷର ଏହି ସଫଳ ଯାତ୍ରା ପାଇଁ ସମସ୍ତ ଶୁଭେଚ୍ଛୁ, ଗ୍ରାହକ ଓ ଶୁଭାନୁଧ୍ୟାୟୀଙ୍କୁ ଅନ୍ତରିକ କୃତଜ୍ଞତା। ଆପଣମାନଙ୍କର ବିଶ୍ୱାସ ଓ ଭଲପାଇବା ହିଁ ଆମର ସବୁଠାରୁ ବଡ଼ ଶକ୍ତି। ଅରୁନ୍ଧତୀ – ପରମ୍ପରା, ଗୁଣବତ୍ତା ଓ ବିଶ୍ୱାସର ୨୬ ବର୍ଷର ଅବିସ୍ମରଣୀୟ ଯାତ୍ରା।” ବୋଲି ଅରୁନ୍ଧତୀ ପକ୍ଷରୁ କୁହାଯାଇଛି |

Leave A Reply

Your email address will not be published.