ଅସ୍ତରଙ୍ଗ,: ପୁରୀ ବନ୍ୟପ୍ରାଣୀ ବନ ଖଣ୍ଡ ଓ ଅସ୍ତରଙ୍ଗ ବନ୍ୟ ପ୍ରାଣୀ ବନାଞ୍ଚଳ ତରଫରୁ ଗୁରୁବାର ଦିନ ଗୋ ମହିଷାଦି ପଶୁ ଟୀକା କରଣ ସିବିର ବୁଧବାର ଦିନ ଅସ୍ତରଙ୍ଗ ବ୍ଲକ ର ଗୁଣ୍ଡଳବା ଗ୍ରାମରେ ଅନୁଷ୍ଠିତ ହୋଇ ଯାଇ ଅଛି l ସାହାଣ ଟୀକା ଗାଈ ଗୋରୁ ମିସି ୧୫୦ନେଇଥିବା ବେଳେ, ବଜ ବଜିଆ, ଛୋଟ ବାଛୁରୀ ୫୦ଜଣ, ଛେଳିମଡ଼କ ୧୦୦, କୁକୁଡ଼ା ଆର, ଡି ବି-୧୦୦, ଜଣଙ୍କୁ ଦିଆ ଯାଇଥିବା ବେଳେ, ପଶୁ ମାନଙ୍କର ବିଭିର୍ଣ୍ଣ ପ୍ରକାର ଚିକିତ୍ସା ଗୁଣ୍ଡଳବା ଗ୍ରାମର ୮୦ ପରିବାର ଙ୍କୁ ଯୋଗାଇ ଦିଆ ଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ, ପ୍ରଫୁଲ କୁମାର ସିଅଳ, ପ୍ରାଣୀ ଚିକିତ୍ସା ଅଧିକାରୀ ଅସ୍ତରଙ୍ଗ ଡ଼ଃ, ଶୁଭଶ୍ରୀ ପ୍ରଧାନ,ଅସ୍ତରଙ୍ଗ ରେଞ୍ଜର ମୋନାଲିଶା ମହାପାତ୍ର, ପରିବେଶ ବିତ୍ତ ଶୋଭାକାର ବେହେରା ପ୍ରମୁଖ ଯୋଗ ଦାନ କରି ଥିବା ବେଳେ,ବନପାଳ କାଳୀଚରଣ ମହାନ୍ତି, ପ୍ରାଣୀଧନ ନିରୀକ୍ଷକ ସୁଧୀର ରଉତ, ଦୀପ୍ତି ରଞ୍ଜନ ବାରିକ,ବ୍ରଜ ବନ୍ଧୁ ବିଶ୍ୱାଳ,ପ୍ରୋଗ୍ରାମ ଆସିଷ୍ଠାଣ୍ଡ, ସୁମନ ଜେନା ପ୍ରମୁଖ ଚିକିତ୍ସା ସିବିର ପରି ଚାଳନା କରିଥିଲେ l
Sign in
Sign in
Recover your password.
A password will be e-mailed to you.