ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ଚୁଡ଼ାମଣି ଠାରେ ନାଟ୍ୟ କାର ମାୟାଧର ସେଠୀ ଙ୍କ ନାଟକ ଦଇବ ଲେଖିଛି କାନ୍ଦିବା ପାଇଁ ର ଉନ୍ମୋଚନ ହୋଇ ଯାଇଛି। ଅନୁଷ୍ଠିତ ଶୁଭ ଉନ୍ମୋଚନ କାର୍ଯ୍ୟ କ୍ରମ ରେ ସଭାପତି ପୁରୁଷୋତ୍ତମ ବେହେରା ଙ୍କ ସଭାପତିତ୍ବ ରେ ମୂଖ୍ୟ ଅତିଥି ଭାବେ ଶିକ୍ଷାବିତ ଶ୍ରୀଯୁକ୍ତ ବଂଶୀଧର ପଣ୍ଡା, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସିଂ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ଗଦାଧର ରାଉତ, ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କବି ଓ ସମାଜସେବୀ ସମ୍ବିତ କୁମାର ପଲାଇ, ସମାଜସେବୀ ପ୍ରଶାନ୍ତ କୁମାର ଓଝା, ପ୍ରଧାନ ଶିକ୍ଷକ ନଦୀ ଗାଁ ଉଚ୍ଚ ସରକାରୀ ବିଦ୍ୟାଳୟ ଭଦ୍ରକ ର ଦେବେନ୍ଦ୍ର କୁମାର୍ ମଲ୍ଲିକ, ଅଧ୍ୟାପକ ଶଶିକାନ୍ତ ନାୟକ, କଣ୍ଠ ଶିଳ୍ପୀ ପ୍ରଶାନ୍ତ କୁମାର ଓଝା , ନାଟ୍ୟକାର ବିଷ୍ଣୁ ଚରଣ ଦାସ, ନିର୍ମଳ ଚନ୍ଦ୍ର ବେହେରା ପୂର୍ବତନ ବ୍ଳକ୍ ଚେୟାର ମ୍ୟାନ, ଶିକ୍ଷାବିତ କିଶୋର ଚନ୍ଦ୍ର ମଲ୍ଲିକ, ଶିକ୍ଷାବିତ ତଥା ପ୍ରଧାନ ଶିକ୍ଷକ ଗଜେନ୍ଦ୍ର ପ୍ରସାଦ ମାହୁନ୍ତ, ସମାଜ ସେବୀ ବିଷ୍ଣୁ ମୋହନ ନାୟକ ପ୍ରମୁଖ ଉପସ୍ଥିତ ରହି ଥିଲେ। ଉପସ୍ଥିତ ଅତିଥି ମାନେ ନାଟକ ଓ ବହି କୁ ଉନ୍ମୋଚନ କରିଥିଲେ। ଏହି ଅବସର ରେ ଯୁବ ସମାଜ ସେବୀ ସରୋଜ କୁମାର ସାମଲ ଓ ସୁବାସ ଚନ୍ଦ୍ର ଦାସ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଅବସର ରେ ସମସ୍ତ ଅତିଥି ମାନଙ୍କୁ ନାଟ୍ୟକାର ମାୟାଧର ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post