ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲା କାଶିପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ ଟିକରପଡା ଗ୍ରାମର ୪ପରିବାର ସର୍ବମୋଟ ୧୦ଜଣ ବିଭିନ୍ନ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।ଗତକାଲି ସନ୍ଧ୍ୟା ସମୟରେ କୈଣଷି ଏକ ଜଙ୍ଗଲୀ ଛତୁ ଖାଇ ଥିଲେ।ମଧ୍ୟ ରାତି ଶୋଇଥିବା ସମୟରେ ଝାଡାବାନ୍ତି ହେବା ଫଳରେ ପରିବାର ଲୋକ କୈଣଷି ଗାଡି ଯୋଗେ ଉଷାପଡାସ୍ଥିତ ଉତ୍କଳ ହଷ୍ପିଟାଲ ରେ ଭର୍ତ୍ତି କରିଥିଲେ । ସେଥି ମଧ୍ୟରୁ ୪ଜଣ ଙ୍କର ସ୍ବାସ୍ଥ୍ୟବସ୍ତା ଗୁରୁତର ହେବାରୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି
ଉଷପଡା ମେଡିକାଲ ଦୃଜ୍ୟ ନାଏକ,ରେଙ୍ଗୁ ନାଏକ,କୁମାରୀ ନାଏକ,ଅଞ୍ଜନୀ ନାଏକ,ଧନମଣି ନାଏକ,ଲକେବତୀ ନାଏକ,ଚିକିତ୍ସିତ ହେଉଥିବା ବେଳ ପ୍ରଦିପ ଝଡିଆ, ତମ୍ପା ଝଡିଆ,ଡମ୍ବୁ ଝଡିଆ,କାବୁଆ ଗୈଡରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟ ଭର୍ତି ହୋଇଛନ୍ତି।
Sign in
Sign in
Recover your password.
A password will be e-mailed to you.