ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଶିକ୍ଷାବିଭାଗ ର ପାଠ ଚ଼କ୍ର

1

ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )-:ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଶିକ୍ଷାବିଭାଗ ପାଠ ଚ଼କ୍ର କାର୍ଯ୍ୟକ୍ରମ ରେ ଅଧାପକ ଅଶୋକ କୁମାର ସ୍ଵାଇଁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ପାଠ ଚ଼କ୍ର କାର୍ଯ୍ୟକ୍ରମକୁ ବିଭାଗୀୟ ମୁଖ୍ୟ ପିଙ୍କି ପାତ୍ର ପରିଚାଳନା କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ I ଅତିଥି ଭାବେଅଧାପକ ଅଶୋକ କୁମାର ପ୍ରଧାନ ଓଯୁବସାମ୍ବାଦିକଶିବରାମଚୌଧୁରୀ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ସୁଶ୍ରୀ ପୂଜା ବାରିକ ସ୍ଵାଗତ ସଂଗୀତ ଗାନ କରିଥିଲେ । ସୁଶ୍ରୀ ଜୟଶ୍ରୀଗୌଡ଼+3 ଶେଷ ବର୍ଷଛାତ୍ରୀ ରାଷ୍ଟ୍ରୀୟ ମାଧମିକ ଶିକ୍ଷା ଅଭିଯାନ ସଂପର୍କରେ ସନ୍ଦର୍ଭ ପାଠ କରିଥିଲେ।ଏହି ପାଠଚ଼କ୍ରରେ ବହୁ ତର୍କ ବିତର୍କ ହୋଇଥିଲା ଏବଂ ପିଙ୍କି ପାତ୍ର ଙ୍କ ସମେତ ସଭାପତି ଓ ସମ୍ମାନୀତ ଅତିଥିମାନେ ସୁନ୍ଦର ଆଲୋଚନା କରିଥିଲେ ବହୁ ଛାତ୍ରଛାତ୍ରୀ ଏହି ପାଠଚ଼କ୍ରରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ରୁପାୟନ କରିଥିଲେ। ଶେଷରେ ପିଙ୍କି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.