ସୁନ୍ଦରଗଡ଼:-ସୁନ୍ଦରଗଡ଼ ର ଦ୍ୱିତୀୟ ସାମ୍ବାଦିକ ସଙ୍ଘ ଭାବେ ନୂତନ ଗଠିତ ହୋଇଥିବା “ଜର୍ଣ୍ଣାଲିଷ୍ଟ ଆସୋସିଏସନ ‘ଆଜି ପୁନର୍ଗଠନ ହୋଇଛି, ଆଜି ହୋଇଥିବା ବୈଠକରେ ନୂତନ ଭାବେ ଏହି ସଙ୍ଘର ସଭାପତି ଭାବେ ଦେବବ୍ରତ ଜେନା ଓ ସମ୍ପାଦକ ଭାବେ ପପୁପ୍ରସାଦ ସିଂ ମନୋନୀତ ହୋଇଥିଲା ବେଳେ ବରିଷ୍ଠ ସାମ୍ବାଦିକ ହରିହର ମହାପାତ୍ର ମୁଖ୍ୟ ଉପଦେଷ୍ଟା, ଉପସଭାପତି ହରାଚନ୍ଦ ଦେଉରିଆ,କୋଷାଧକ୍ଷ ଭାବେ ସୁବାସ ରଣା, ଉପଦେଷ୍ଟା ଭାବେ କ୍ଷେତ୍ରବାସୀ ପଣ୍ଡା, ପ୍ରଶାନ୍ତ ସାହୁ, ଜଗମୋହନ ରାଉତ, ସୁଧାକର ପାଣ୍ଡେ,ସହ -ସମ୍ପାଦକ ଭାବେ ସରୋଜ ସିଂ, ସୁଧୀର ଦାସ ସଦସ୍ୟ ଭାବେ ଦେବେନ୍ଦ୍ର ଭିତିରିଆ, ଅନନ୍ତ ପଟେଲ,ହୃଦାନନ୍ଦ ବାରିକ, ସୁଶାନ୍ତ ଷଡ଼ଙ୍ଗୀ ସହ ଅନେକ ବରିଷ୍ଠ ସାମ୍ବାଦିକ ସଙ୍ଘର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି
Sign in
Sign in
Recover your password.
A password will be e-mailed to you.
Prev Post