ସୋନିଆ ଗାନ୍ଧିଙ୍କ ଜନ୍ମ ଦିନ ପାଳନ।

0 2

ବାସୁଦେବପୁର – ପୂର୍ବତନ ଏ ଆଇ ସି ସି ସଭାନେତ୍ରୀ ସୋନିଆ ଗାନ୍ଧିଙ୍କ ଜନ୍ମ ଦିନ ବାସୁଦେବପୁର ରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁବ୍ରତ ବେହେରା ଙ୍କ ନେତୃତ୍ୱ ରେ ପାଳନ କରାଯାଈଛି। ଏହି ଅବସର ରେ କୁନି କୁନି ପିଲା ମାନଙ୍କୁ ବହି ଖାତା ସହ ଚକୋଲେଟ୍ ବଣ୍ଟନ କରିଥିଲେ ଯୁବ କଂଗ୍ରେସ କର୍ମୀମାନେ। ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁବ୍ରତ କୁମାର ବେହେରା , ବାସୁଦେବପୁର କଂଗ୍ରେସ କାର୍ଯ୍ୟ କାରି ସଭାପତି ପ୍ରଭାତ ବାରିକ୍,କଂଗ୍ରେସ ଯୁବ କଂଗ୍ରେସ ନେତା ଟୁଟୁ ଖାନ୍, ଚିନ୍ମୟ ସେଠୀ, ସନ୍ତୋଷ ପାତ୍ର, ରମେଶ ଚାନ୍ଦ, ବାଦଲ ନାୟକ, କାହ୍ନୁ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.