ତେନ୍ତୁଳୀଖୁଣ୍ଟି/କୃପାନିଧି ରାଉତ: ତେନ୍ତୁଳୀଖୁଣ୍ଟି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର, ନର୍ସ, କର୍ମଚାରି ତଥା ଡକ୍ଟର ଶ୍ୟାମଲାଇ ପ୍ରସାଦ ପଣ୍ଡା, ଡକ୍ଟର ବ୍ରହ୍ମାନନ୍ଦ ଦାସ, ଡକ୍ଟର ସୋହେବ ଖାନ ଫାର୍ମାସିଷ୍ଟ ଅଫିସର ସନ୍ତୋଷ ସିଙ୍ଗ,ରେଣୁବାଳା ଦେଇ, ହେମବନ୍ତ ବିଷୋୟୀ, ମିନାକ୍ଷୀ ସୌରା, ବିକାଶ ସୁନା, ଉର୍ମିଳା ସ୍ୱାଇ,କିରଣ କୁମାର, N ଶ୍ରୀନିବାସ,, ଅଞ୍ଜଳିଦିଦି, ଅନ୍ୟ କର୍ମ ଚାରି କାର୍ଯ୍ୟ ରତ ଥିଲେ ସମାଜକୁ ପ୍ରଗତି ପଥ ରେ ଅଗ୍ରସରତତ ସହିତ ସମାଜ ର ପଛୁଆ ବର୍ଗ କୁ ସାହାଯ୍ୟ ନ୍ୟାୟପ୍ରଦାନ, ଓ ଦୁର୍ନୀତି ମୂଳଉତ୍ପାଟନ ପାଇଁ ସାଧୁତା ମନ୍ତ୍ର ର ଶପଥପାଠ କରିଥିଲେ| ଶପଥପାଠ ହେଲା,
1,କର୍ମ କ୍ଷେତ୍ର ରେ ଉତ୍କୋଚ ନେବି ନାହିଁ କି ଦେବି ନାହିଁ, 2,ଜନ ସାଧାରଣ ହିତ ସାଧନା କାର୍ଯ୍ୟ କରିବି 3,ସମସ୍ତ ଦାୟିତ୍ୱ, ସାଧୁତା, ନିଷ୍ଠା ର ସହ ସମ୍ପାଦନ କରିବି 4,ସମସ୍ତ କାର୍ଯ୍ୟ ସାଧୁତା ଓ ସରକାର ନିୟମ କୁ ଅନୁସରଣ କରିବି, 5,ଦୁର୍ନୀତି ସମ୍ପର୍କିତ କୌଣସି ତଥ୍ୟ ନିଜ ନଜରକୁ ଆସିଲେ ନିଜ ଉପର କର୍ତ୍ତୃପକ୍ଷ କୁ ଅବଗତ କରିବି.
Sign in
Sign in
Recover your password.
A password will be e-mailed to you.