ଗୁଣପୁର ବିଜେପି ପକ୍ଷରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ।

0 2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ସେବା ସପ୍ତାହ ଅବସରରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ।ଆଜି ଭାରତୀୟ ଜନତା ପାର୍ଟି ଗୁଣପୁର ପକ୍ଷରୁ ଶେଫାଳୀ ପାହାଡ଼ ମନ୍ଦିର ଚାରି ପାର୍ଶ୍ଵରେ ଏବଂ ଭେଙ୍କଟେଶ୍ଵର ମନ୍ଦିର ଚାରି ପାର୍ଶ୍ଵରେ ସଫେଇ କାର୍ଯକ୍ରମ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ବିଜେପି ବିଧାୟକ ପ୍ରାର୍ଥୀ ତ୍ରିନାଥ ଗୋମାଙ୍ଗୋ, ଗୁଣପୁର ବିଧାନସଭା ସଂଯୋଜକ ପ୍ରମୋଦ କୁମାର ସାହୁ, ବିଜେପି ବରିଷ୍ଠ ନେତା ଓ୍ୱାଇ.ଗଣଫତି,ଜିଲ୍ଲା ଉପ ସଭାପତି ଉଦୟ ନାଥ ପାଢ଼ୀ, ନଗର ସଭାପତି ବଦ୍ରିନାଥ ମହାନ୍ତି, ମନ କି ବାତ୍ ସଂଯୋଜକ କୀର୍ତ୍ତି କୁମାର ପଣ୍ଡା,ଯୁବ ମୋର୍ଚ୍ଚା ମୁଖୀ ଦିବାକର, ଆଇନଜୀବୀ ଇନ୍ଦ୍ରାକ୍ଷୀ ଦାସ, ସମାଜସେବୀ ପିଙ୍କି ମହାପାତ୍ର,ଜୟଦେବ ପଣ୍ଡା, ଦିଲୀପ ନାଗବଂଶ, ଶାନ୍ତୁନୁ ପାଣିଗ୍ରାହୀ,ଶ୍ରଦ୍ଧା ରଞ୍ଜନ ପଣ୍ଡା,ଅମିତ୍ ଷଡ଼ଙ୍ଗୀ, ଜୋନାଲୀ ଶବର,ପ୍ରଶାନ୍ତ କୁମାର ଗୌଡ଼,ସିନ୍ଧୁ ଶବର , ଭଗବାନ ଚୌଧୁରୀ, ଶ୍ରୀନିବାସ ସ୍ୱାଇଁ, ପୃଥୀବିରାଜ ପାଢ଼ୀ, ଗୋପାଳ କୃଷ୍ଣ ଦେବପାତ୍ର, ଜଗଦୀଶ ପାତ୍ର, ନୀଳକଣ୍ଠ ମହାପାତ୍ର, ଲକ୍ଷ୍ମୀ ନାରାୟଣ ପାଢ଼ୀ, ରମେଶ ଚନ୍ଦ୍ର ସାହୁ, ସାରଙ୍ଗ ନାଗବଂଶ, ପି.କ୍ରିଷ୍ଣା ରାଓ, ଗଗନ ବିହାରୀ ପତ୍ର ଏଵଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

 

Leave A Reply

Your email address will not be published.