ପଦ୍ମପୁର :- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନବମ ଓ ଦଶମ ଶ୍ରେଣୀ ର ୬୬ ଅଭିଭାବକ ଓ ଅଭିଭାବିକା ଯୋଗଦାନ କରିଥିଲେ। ବୈଠକରେ ଶିକ୍ଷା ସପ୍ତାହ ପାଳନ, ଶୈକ୍ଷିକ, ପରୀକ୍ଷା ଏବଂ ଅନୁଶାସନ ବିଷୟରେ ପ୍ରଧାନ ଶିକ୍ଷକ ଆଲୋଚନା କରିଥିଲେ l ଅଭିଭାବକଙ୍କ ଦ୍ଵାରା ଗଠନ ମୂଳକ ମତାମତ ପ୍ରଦାନ୍ କରାଯାଇଥିଲା l କାର୍ଯ୍ଯକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l ତ୍ରିଲୋଚନ ନାୟକ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.