ରାଉଲକେଲା,(ବସନ୍ତ କୁମାର ଜେନା): ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଜି ରାଉରକେଲା ସରକାରୀ ହସ୍ପିଟାଲ ( ଆର୍ ଜି ଏଚ୍ ) ପରିଦର୍ଶନରେ ଯାଇ ହସ୍ପିଟାଲରେ ଚିକିତ୍ସାଧିନଙ୍କୁ ଭେଟି ବିବିଧ ସମସ୍ୟା ଉପରେ କଥାବାର୍ତ୍ତା କରିଥିଲେ । ପ୍ରଚଣ୍ଡ ରୌଦ୍ରତାପରେ ଆବଶ୍ୟକ କୁଲର, ପଙ୍ଖା ନଥିବାରୁ ରୋଗୀମାନେ ହନ୍ତସନ୍ତ ହେଉ ଥିବା ଦର୍ଶାଇଥିଲେ । ପରେ ଶ୍ରୀ ତନ୍ତୀ ଆର୍ ଜି ଏଚର ନିର୍ଦ୍ଦେଶକ ଙ୍କୁ ଭେଟି ଆଉଟ୍ ସୋର୍ସିଙ୍ଗର ଦାୟିତ୍ୱରେ ଥିବା ମ୍ୟାନେଜରଙ୍କ ବିରୋଧରେ ଆସୁଥିବା ବିଭିନ୍ନ ଦୁର୍ନୀତିର ଅଭିଯୋଗ ଉପରେ ଆଲୋଚନା କରିଥିଲେ ଓ ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ମ୍ୟାନେଜର ବିଗତ ସରକାରର ମନ୍ତ୍ରୀ ଓ ବିଧାୟକଙ୍କ ମଧୁ ଚନ୍ଦ୍ରିକାରେ ଏହି ଦୁର୍ନିତୀ କରୁଥିଲେ ଓ ନିର୍ଦ୍ଦେଶକଙ୍କୁ ମଧ୍ୟ ବେଖାତିରି କରୁଥିଲେ । ଶ୍ରୀ ତନ୍ତୀ ହସ୍ପିଟାଲ ପାଇଁ ଆବଶ…
Sign in
Sign in
Recover your password.
A password will be e-mailed to you.