ଭୁବନେଶ୍ୱର, ତା.୧୩/୦୫ : ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ଶ୍ରୀ କାହ୍ନୁ ଚରଣ ଦାସଙ୍କୁ ଯାଜପୁର ଲୋକସଭା ସଂଯୋଜକ, ଶ୍ରୀ ନିର୍ମଳ କୁମାର ଦାସଙ୍କୁ ବାଙ୍କୀ ବିଧାନସଭା ପ୍ରଭାରୀ, ସରୋଜ ମତଗଜସିଂହଙ୍କୁ ବାଙ୍କୀ ବିଧାନସଭା ସଂଯୋଜକ, ଶ୍ରୀ ସିକନ୍ଦର ଅଲ୍ଲିଙ୍କୁ ଆଠଗଡ ବିଧାନସଭା ପ୍ରଭାରୀ, ପ୍ରକାଶ ବଡଜେନାଙ୍କୁ ବଡମ୍ବା ବିଧାନସଭା ପ୍ରଭାରୀ, ସରୋଜ ରାଣାଙ୍କୁ ବଡମ୍ବା ବିଧାନସଭା ସଂଯୋଜକ, ସତ୍ୟଜିତ୍ ମଲ୍ଲିକ କଟକ ସଦର ବିଧାନସଭା ପ୍ରଭାରୀ, ଲିଙ୍ଗରାଜ ମଲ୍ଲିକଙ୍କୁ ସାଲେପୁର ବିଧାନସଭା ପ୍ରଭାରୀ, ଚୌଧୁରୀ ହେମନ୍ତ ସାହୁଙ୍କୁ ସାଲେପୁର ବିଧାନସଭା ସଂଯୋଜକ, ଅଶିତ୍ ମହାନ୍ତିଙ୍କୁ ମାହାଙ୍ଗା ବିଧାନସଭା ପ୍ରଭାରୀ, ସୁବାଷ ମହାନ୍ତିଙ୍କୁ ବାରବାଟୀ ବିଧାନସଭା ସହପ୍ରଭାରୀ, ସୁଶାନ୍ତ ସ୍ୱାଇଁଙ୍କୁ ନିମାପଡା ବିଧାନସଭା ସଂଯୋଜକ ଭାବେ ଦାୟୀତ୍ୱ ପ୍ରଦାନ କରାଗଲା ବୋଲି ଏକ ପ୍ରେସ ଇସ୍ତାହାର ଜରିଆରେ କୁହାଯାଇଛି ।
ସେହିପରି ଅରୁଣ ମହାପାତ୍ର କଟକ ଜିଲ୍ଲା ବସନ୍ତପୁର ମଣ୍ଡଳ ସଭାପତି, ପ୍ରଦୀପ କୁମାର ମହାନ୍ତିଙ୍କୁ କଟକ ଜିଲ୍ଲା ନରସିଂହପୁର ମଣ୍ଡଳ ସଭାପତି, ସୁନୀଲ କୁମାର ପାଣି କଟକ ଜିଲ୍ଲା ନୁଖାପଡା ମଣ୍ଡଳ ସଭାପତି, ସଞ୍ଜୁଲତା ନାୟକ କଟକ ଜିଲ୍ଲା ଚମ୍ପେଶ୍ୱର ମଣ୍ଡଳ ସଭାପତି, ଅମୀୟ କୁମାର ମହାନ୍ତି କଟକ ଜିଲ୍ଲା ବଡମ୍ବା ମଣ୍ଡଳ ସଭାପତି, ନିରଞ୍ଜନ ଶତପଥୀ କଟକ ଜିଲ୍ଲା ଗୋପିନାଥପୁର ମଣ୍ଡଳ ସଭାପତି, ମହେଶ୍ୱର ସ୍ୱାଇଁ କଟକ ଜିଲ୍ଲା ମାଣିଆବନ୍ଧ ମଣ୍ଡଳ ସଭାପତି, ବିଷ୍ଣୁ ରଥ ଯାଜପୁର ବୈତରଣୀ ମଣ୍ଡଳ ସଭାପତି, ରଞ୍ଜନ ଦେଓ ଯାଜପୁର ଜିଲ୍ଲା କୋରେଇ ହେଙ୍ଗୁଳା ମଣ୍ଡଳ ସଭାପତି, ଶ୍ୟାମ ସୁନ୍ଦର ରାମ ନୟାଗଡ ଜିଲ୍ଲା ଖଣ୍ଡପଡା ଏନଏସି ମଣ୍ଡଳ ସଭାପତି, ସସ୍ମିତା ତ୍ରିପାଠୀ ନୟାଗଡ ଜିଲ୍ଲା ବନମାଳୀପୁର ମଣ୍ଡଳ ସଭାପତି ଭାବେ ଦାୟୀତ୍ୱ ପ୍ରଦାନ କରାଗଲା ବୋଲି ଏକ ପ୍ରେସ ଇସ୍ତାହାର ଜରିଆରେ କୁହାଯାଇଛି ।
Sign in
Sign in
Recover your password.
A password will be e-mailed to you.
Prev Post
ମାଣ୍ଡିଆଢିଆ ପଞ୍ଚାୟତ ରେ ବିଜେଡି ର ନିର୍ବାଚନୀ ସଭା ଅନୁଷ୍ଠିତ : ପ୍ରଚାରରେ ସାମିଲ ହେଲେ ବରିଷ୍ଠ ନେତୃମଣ୍ଡଳୀ l
Next Post