ପଦ୍ମପୁର/ଶିବାଶିଷ ପଟ୍ଟନାୟକ: – ସ୍ଥାନୀୟ ବିଜୁ ଜନତା କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରାରେ ଅନୁପ୍ରାଣିତ ହୋଇ ପହୁପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଡାମାଲ ପଞ୍ଚାୟତର ଶତାଧିକ ବିଜେପି ପୁରୁଷ ଓ ମହିଳା କର୍ମୀ ବିଧାୟିକା ବର୍ଷାସିଂ ବରିହା ଙ୍କ ନେତୃତ୍ୱରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଶାନ୍ତ ମହାନ୍ତି, ରାଜୁଘିବେଲା, ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଟାଉନ ସଭାପତି ନବ କିଶୋର ସାହୁ, ପେକ୍ସ ସଭାପତି ମହେଶ୍ଵର ପୁରୀ ଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post