ବିଜେଡି ଷ୍ଟାର୍ ପ୍ରଚାରକ ତାଲିକା : ନବୀନ ଏକ ନମ୍ବର , ପାଣ୍ଡିଆନ ଦୁଇ ନମ୍ବର

0 1
  • ଅଭିନେତା ମୁନ୍ନା ଖାଁ ଓ ଅଭିନେତ୍ରୀ ଏଲିନା ଦାସ ତାଲିକାରେ

  • ତାଲିକାରେ ସ୍ଥାନ ପାଇଛନ୍ତି ଟିକଟ ବଂଚିତ ଶ୍ରିମୟୀ ମିଶ୍ର ଓ ଅମରେଶ ଜେନା

  • କଂଗ୍ରେସ ଛାଡି ଆସିଥିବା ଚିରଞ୍ଜୀବ ବିଶ୍ୱାଳ ବି ଷ୍ଟାର ପ୍ରଚାରକ

ଭୁବନେଶ୍ୱର ; ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜେଡି ତା’ର ଷ୍ଟାର୍ ପ୍ରଚାରକ ତାଲିକା ପ୍ରକାଶ କରିଛି । ଗତଥର ଅଧା ଡଜନେ ଷ୍ଟାର ଥିବା ବେଳେ ଏଥର ଦଳ ଜଣେ ସିନେ ଅଭିନେତା ମୁନା ଖାଁ ଓ ଜଣେ ଟିଭି ଅଭିନେତ୍ରୀ ଏଲିନା ଦାସଙ୍କ ( ଯେଉଁମାନେ କି ଦଳୀୟ କର୍ମକର୍ତ୍ତା) ନାମ ସ୍ଥାନ ପାଇଛି | ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଲିକାର ଶୀର୍ଷରେ ଥିବା ବେଳେ ସବୁ ନେତାଙ୍କୁ ପଛରେ ପକାଇ ଦ୍ଵିତୀୟ ସ୍ଥାନରେ ଅଛନ୍ତି ଭି କେ ପାଣ୍ଡିଆନ୍ | ତୃତୀୟରେ ପ୍ରଣବ ପ୍ରକାଶ ଦାସ(ବବି) ନାମ ରହିଥିବା ବେଳେ କର୍ପୋରେଟର ତଥା ଭବନେଶ୍ୱର ମଧ୍ୟ ପାଇଁ ଟିକଟ ଆଶାୟୀ ଥିବା ଅମରେଶ ଜେନା ଓ ଭୁବନେଶ୍ୱର ସଂସଦ ଟିକଟ ପାଉ ପାଉ ଅଳ୍ପକେ ବଂଚିତ ହୋଇଥିବା ଶ୍ରିମୟୀ ମିଶ୍ର ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି | ତାଲିକାର ୩୦ ନମ୍ବର ସ୍ଥାନରେ ଅଛନ୍ତି କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ଚିରଞ୍ଜୀବ ବିଶ୍ୱାଳ |

ବିଜେଡିର ତାରକା ପ୍ରଚାରକ

୧.ନବୀନ ପଟ୍ଟନାୟକ
୨. ଭି କେ ପାଣ୍ଡିଆନ୍
୩.ପ୍ରଣବ ପ୍ରକାଶ ଦାସ
୪.ଦେବୀ ପ୍ରସାଦ ମିଶ୍ର
୫. ରଣେନ୍ଦ୍ର ପ୍ରତାପ ସ୍ୱାଇଁ
୬.ଚନ୍ଦ୍ରଶେଖର ସାହୁ
୭.ଅଶୋକ ପଣ୍ଡା
୮.ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ
୯.ନିରଞ୍ଜନ ପୂଜାରୀ
୧୦.ପ୍ରତାପ ଜେନା
୧୧.ପ୍ରତାପ କେଶରୀ ଦେବ
୧୨. ଅତନୁ ସବ୍ୟସାଚୀ ନାୟକ
୧୩.ଡ. ଅରୁଣ କୁମାର ସାହୁ
୧୪.ସଞ୍ଜୟ କୁମାର ଦାସବର୍ମା
୧୫.ପଦ୍ମନାଭ ବେହେରା
୧୬.ପ୍ରଦୀପ କୁମାର ଅମାତ
୧୭.ଏନ. ଭାସ୍କର ରାଓ
୧୮.ସୁବାସ ସିଂହ
୧୯.ଡ. ସସ୍ମିତ୍ ପାତ୍ର
୨୦.ମାନସ ରଞ୍ଜନ ମଙ୍ଗରାଜ
୨୧.ନିରଞ୍ଜନ ବିଶି
୨୨.ଶ୍ରୀମତୀ ମମତା ମହାନ୍ତ
୨୩.ମୁଜିବୁଲ୍ଲା ଖାନ୍
୨୪.ଶ୍ରୀମତୀ ସୁଲତା ଦେଓ
୨୫.ରବୀନ୍ଦ୍ର କୁମାର ଜେନା
୨୬.ଶ୍ରୀମତୀ ସରୋଜିନୀ ହେମ୍ବ୍ରମ୍
୨୭.ସୁଶାନ୍ତ ସିଂହ
୨୮.ପ୍ରୀତିରଞ୍ଜନ ଘଡ଼ାଇ
୨୯.ପ୍ରଣବ କୁମାର ବଳବନ୍ତରାୟ
୩୦.ଚିରଞ୍ଜୀବ ବିଶ୍ୱାଳ
୩୧.ରମେଶ ଚନ୍ଦ୍ର ମାଝୀ
୩୨.ସୁଧୀର କୁମାର ସାମଲ
୩୩.ଡ. ବ୍ୟୋମକେଶ ରାୟ
୩୪.ଦେବୀ ରଞ୍ଜନ ତ୍ରିପାଠୀ
୩୫.ବିଜୟ ନାୟକ
୩୬.ଶ୍ରୀମତୀ ଶ୍ରୀମୟୀ ମିଶ୍ର
୩୭.ଶେଖ୍ ମୁଜାମୁଦ୍ଦିନ୍
୩୮.ଇଶ୍ୱର ପାଣିଗ୍ରାହୀ
୩୯.ଅମରେଶ ଜେନା
୪୦. ଶ୍ରୀମତୀ ଏଲିନା ଦାସ

Image

Leave A Reply

Your email address will not be published.