ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହ ଯୋଗୁ ୧୫ ଜୁନ୍ ୨୦୨୪ ପର୍ଯ୍ୟନ୍ତ ସ୍କୁଲ ଛୁଟି ସମ୍ବନ୍ଧିତ ଏକ ମିଥ୍ୟା ସମ୍ବାଦ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା କଥା ଆମର ଦୃଷ୍ଟି ଗୋଚର ହୋଇଛି। ଏହିଭଳି ମିଥ୍ୟା ପ୍ରଚାର କରି ସାଧାରଣରେ ବିଭ୍ରାନ୍ତ ସୃଷ୍ଟି କରିବା ଦଣ୍ଡନୀୟ ଅଟେବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି |
Sign in
Sign in
Recover your password.
A password will be e-mailed to you.