ଜଣେ ସକ୍ରିୟ ବି ଜେ ପି କର୍ମୀ ଓ ସମାଜସେବୀ ଙ୍କ ଅକାଳ ବିୟୋଗ ରେ ଅଞ୍ଚଳ‌ରେ‌ ଶୋକ ଛାୟା

0

ସାରସକଣା ରୁ ଦିପୁ ମହାପାତ୍ର : ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଶିର୍ଷା ପଞ୍ଚାୟତ ବଡ଼ କଚିମ୍ ଵିଲା  ଗ୍ରାମର‌ ସଵେଶ୍ଵେର ସିଂହ ଙ୍କ ସୁପୁତ୍ର ଦିଲ୍ଲିପ କୁମାର ସିଂହ ବୟସ,୫୦ ଙ୍କ ସୋମବାର ଦିନ ହଠାତ୍  ଦେହ ଖରାପ ହେବାରୁ ପ୍ରଥମେ ଶିର୍ଷା ଡାକ୍ତର ଖାନା  ତା ପରେ ବାରିପଦା ବଡ଼ ମେଡ଼ିକାଲରେ ରେ ଭର୍ତ୍ତି କରିଥିଲେ। ତେବେ  ଚିକିତ୍ସା ଧିନ ଅବସ୍ଥା ରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ସେ ଜଣେ ସମାଜ ସେବୀ, ଅତି ଦରଦୀ ବନ୍ଧୁ ସହିତ ପର ଉପକାରୀ ମଣିଷ ଟି ଥିଲେ।ସାରସକଣ  ବ୍ଲକ ର ଜଣେ   ସକ୍ରିୟ ବି ଜେ ପି  କର୍ମୀ  ଭାବରେ ମଧ୍ୟ ସମସ୍ତେ ଙ୍କ ଜଣାଶୁଣା ଥିଲେ, ଆଜି ତାଙ୍କର ଅକାଳ ବିୟୋଗ ରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅଞ୍ଚଳର ବହୁ ବି,ଜେ,ପି, କର୍ମୀ,ଓ  ସମାଜ ସେବୀ ମାନେ ଆଜି ତାଙ୍କ ବାସଭବନ କୁ ଯାଇ ଶେଷ ଦର୍ଶନ କରିଥିଲେ। 

Leave A Reply

Your email address will not be published.