ବୁଧାପାଲି ରେ ବିଧାୟିକା ଙ୍କ ମାରାଥନ ଶିଳାନ୍ୟାସ l

0 2

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଧାପାଲି ରେ ଅନେକ ଗୁଡିଏ ପ୍ରକଳ୍ପର ଶିଳାନ୍ୟାସ ହୋଇଛି l ବିଧାୟିକା ବର୍ଷା ସିଂ ବରିହା ମୂଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ଶିବ ମନ୍ଦିର ର ଭୋଗମଣ୍ଡପ, ସ୍କୁଲରେ ନୂତନ ଶ୍ରେଣୀ ଗୃହ, କମ୍ୟୁନିଟି ସେଣ୍ଟର ଏବଂ ଗୋଟିଏ କଲ୍ଯାଣ ମଣ୍ଡପ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ବରଗଡ଼ ବିଜୁ ମହିଳା ଜନତା ଦଳ ଉପ ସଭାନେତ୍ରୀ ରଜନୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ପଞ୍ଚାୟତ ସଭାପତି ଉମେଶ ପ୍ରସାଦ ସାହୁ, ସି ଆର ପି. ପଦ୍ମିନୀ ପାଣ୍ଡେ, ଉପସ୍ଥିତ ଥିବା ବେଳେ ଶୈଳଭାମା ପଟେଲ, କମଳା ସାହୁ, ମୁକ୍ତା ନେଗୀ, ଭାଵନା ମଗର ପ୍ରମୁଖ ଉପସ୍ଥିତ ଥିବା ବେଳେ ସଂଗ୍ରାମ ବହିଦାର, ଅଶ୍ୱିନୀ ପଟେଲ, ନରେନ୍ଦ୍ର ପଟେଲ, ଟୁନା ତୁମୁନିଆ, ସୁଶାନ୍ତ ମହାପାତ୍ର, ବିଜୟ ଭୋଇ ପ୍ରମୁଖ ସହଯୋଗ କରିଥିଲେ l

Leave A Reply

Your email address will not be published.