ରାଜ ବୋଡା ସମ୍ବର ବ୍ଲକ ମିଶନ ଶକ୍ତି ଭବନ ଉଦଘାଟିତ ।

0 2

ପଦ୍ମପୁର :- ରାଜବୋଡାସମ୍ବର ବ୍ଲକ ପଦ୍ମପୁର ର ମିଶନ ଶକ୍ତି ଭବନ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଯୋଗଦେଇ ଉଦଘାଟନ କରିଛନ୍ତି। ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦ୍ରମଣୀ ନାଗ , ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମିନାକ୍ଷୀ ରାଜ,ବିପିସି ପରେଶ ବେହେରା, ବିଏଲସି ଯୋଗେଶ୍ୱରୀ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବ୍ଲକ ମହାସଂଘର ସଦସ୍ୟ ତଥା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.