ସୁବର୍ଣ୍ଣପୁର-(ପ୍ରକାଶ ହାତୀ ) -ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ନିୟନ୍ତ୍ରିତ ବଜାର ପରିସରରେ ଆଜି ଗାନ୍ଧି ଜୟନ୍ତୀ ପାଳିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ କଂଗେସ କମିଟିର ସଭାପତି ଚିତ୍ତ ରଞ୍ଜନ ମିଶ୍ର ସଭାପତିତ୍ୱ କରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଗାନ୍ଧିଙ୍କ ନୀତି ଅନୁସରଣ କରିବା ପାଇଁ କର୍ମୀମାନଙ୍କୁ ଆହ୍ୱାନ କରିଥିଲେ । ବ୍ଲକର ବିଭିନ୍ନ ଅଞ୍ଚଳରୁ ଯୋଗ ଦେଇଥିବା କଂଗ୍ରେସ କର୍ମିମାନେ ଗାନ୍ଧୀଙ୍କ ବିଷୟରେ ନିଜ ନିଜର ମତ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ଉପ ସଭାପତି ଭୀଷ୍ମଦେବ ମଲ୍ଲିକ, ପ୍ରଭାତ ବିଶ୍ୱାଳ,ପ୍ରକାଶ ହାତୀ, ପର୍ଯ୍ୟବେକ୍ଷକ ଚନ୍ଦ୍ରମଣି ତ୍ରିପାଠୀ,ସୁରେନ୍ଦ୍ର ପର୍ଦ୍ଧିଆ,ଜୋନ ସଭାପତି ପାଣ୍ଡବ ତ୍ରିପାଠୀ,ବୀରେନ୍ଦ୍ର ଯୁଆଡି, ବସୁ ସାହୁ, ବରିଷ୍ଠ କଂଗେସ ନେତା ଯାଦବଚନ୍ଦ୍ର ସିଂ ବରିହା,ସୁବାଷ ପଣ୍ଡା, ଜଗନ୍ନାଥ ତିୱାରୀ, ସୁନୀଲ ସାହୁ,ହୃଷିକେଶ ପୁଜାରୀ,ତ୍ରୀଲୋଚନ ପାଣ୍ଡେ,ଗୋଳକ ସହୁ,ପୀତବାସ ଦଣ୍ଡସେନା,ଜୟନ୍ତ କୁମ୍ଭାର,ଚୁଡାମଣି,ରାଜିନ୍ଦ୍ର ନାଗ,ଡୋଳାମଣି ପାତ୍ର,ତ୍ରିଲୋଚନ ନାୟକ,ନୀଳମଣି ସାହୁ,ସନ୍ତୋସ ଭୋଇ,ଉକିଲ ପଧାନ,,ନେପାଲ ବାରିକ,ଫକିର ମେହେର,କୈଲାସ ବଗର୍ତ୍ତି ,ମୂରଲି ବରିହା ,କୃପାସିନ୍ଧୁ ଭୋଇ,ପୁରନ୍ଦର ବିଶ୍ୱାଲ,ରାଧାକୃଷ୍ଣ ପଟୁଆଲ,ବସୁଦେବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.