ଭୁବନେଶ୍ୱର: ୧୬/୦୬/୨୩ ଓଡ଼ିଶା ରାଜଭବନ ପରିସରରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଦ୍ବାରା “ଜି.ଏସ.ଟି ସ୍ମାର୍ଟ ଗାଇଡ” ପୁସ୍ତକ ଉନ୍ମୋଚନ ହୋଇଯାଇଛି । ଏହି ପୁସ୍ତକର ଲେଖକ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବି ରମେଶ ଚନ୍ଦ୍ର ଜେନା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଟ୍ୟାକ୍ସ ବାରର ସଭାପତି ଆଇନଜୀବି ରମେଶ କୁମାର ଧଳ , ଉପସଭାପତି ଗୋପାଳ ଚନ୍ଦ୍ର ରାଉତ ଏବଂ ସହସମ୍ପାଦକ ତୁଷାର କାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପୁସ୍ତକଟି ଟ୍ୟାକ୍ସ ପ୍ରଫେସନାଲ , ଆଇନଜୀବି , ବ୍ୟବସାୟୀ ମାନଙ୍କ ନିମନ୍ତେ ଅତ୍ୟନ୍ତ ଉପଯୋଗୀ ପୁସ୍ତକ ବୋଲି ପୁସ୍ତକର ଲେଖକ ଆଡଭୋକେଟ ଜେନା ମତବ୍ୟକ୍ତ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.