“ଧର୍ମେନ୍ଦ୍ରଙ୍କ ଇସାରା କାହାକୁ : କୌରବ କିଏ, ଭୀଷ୍ମ ଦ୍ରୋଣ କିଏ ଆଉ ଦ୍ରୌପଦୀ କିଏ | କିଏ କାହାର କରୁଛି ଚିର ହରଣ “ ରାଜ୍ୟ By SPNEWS On Mar 15, 2023 0 Share କୁରୁସଭା ପ୍ରସଙ୍ଗ ଉଠାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ କହିଲେ “ଓଡ଼ିଶାରେ ହଜାର ହଜାର ଭୀଷ୍ମ, ଦ୍ରୋଣଚାର୍ଯ୍ୟ ଓ କୃପାଚାର୍ଯ୍ୟ ଅଛନ୍ତି ” | ହେଲେ ଏବେ ଚର୍ଚା “ଧର୍ମେନ୍ଦ୍ରଙ୍କ ଇସାରା କାହାକୁ : କୌରବ କିଏ, ଭୀଷ୍ମ ଦ୍ରୋଣ କିଏ ଆଉ ଦ୍ରୌପଦୀ କିଏ | କିଏ କାହାର କରୁଛି ଚିର ହରଣ ” 0 Share FacebookTwitterGoogle+ReddItWhatsAppPinterestEmail