ବିଜୁଜନତା ଦଳର ୨୬ତମ ପ୍ରତିଷ୍ଠା ଦିବସ ପାଳିତ

0 2

 ଘୁ.ଉଦୟଗିରି (ଗଗନ କୁମାର ପ୍ରଧାନ) : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ମିନି ଷ୍ଟାଡିୟମ୍ ଠାରେ ଘୁ.ଉଦୟଗିରି ବିଜୁ ଜନତା ଦଳ ତରଫରୁ ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ୨୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି I ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜୁ ପ୍ରେମୀଙ୍କ ଜନ ସମୁଦ୍ର ଦେଖିବାକୁ ମିଳିଛି I ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ନିର୍ବାଚନ ମଣ୍ଡଳୀରୁ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ବ ବିଜୁ ପ୍ରେମୀଙ୍କ ସମାଗମ ହୋଇଥିବା ବେଳେ ଶ୍ରମ ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ, କନ୍ଧମାଳ ସାଂସଦ ଡଃ.ଅଚ୍ୟୁତ ସାମନ୍ତ, ବରିଷ୍ଠ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର, ଘୁ ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ସାଲୁଗା ପ୍ରଧାନ, ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିଜୟ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ମଲ୍ଲିକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ସାଧବାଣୀ ନାୟକ, ସ୍ଥାନୀୟ ଅଧକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, କାଉନସିଲର ଶ୍ରୀମତୀ ମୋନାଲିସା ଦଳବେହେରା, ଶ୍ରୀମତୀ ସିଦ୍ଧେଶ୍ୱରି ନାୟକ ନାୟକ, ଶ୍ରୀମତୀ ଭାରତୀ ବେହେରା, ଲିପିକା ପ୍ରଧାନ, ଶ୍ରୀମତୀ ନନ୍ଦିତା ପ୍ରଧାନ, ଶ୍ରୀ ଦୀପକ କୁମାର ନାୟକ, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ, ଟିକାବାଲି ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ କହଁର, ଦାରିଙ୍ଗବାଡି ଅଧକ୍ଷ ଶ୍ରୀଯୁକ୍ତ ସୁଶାନ୍ତ ପ୍ରଧାନ, ରାଇକିଆ ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ପ୍ରିତମ ପ୍ରଧାନ, ଟିକାବାଲି ଜିଲ୍ଲା ପରିଷଦ ମେମ୍ବର ନମିତା କହଁର, ଘୁ ଉଦୟଗିରି ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଲିଲିମା ପ୍ରଧାନ, ରାଇକିଆ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ମମତା  ପ୍ରଧାନ, ଦାରୀଙ୍ଗବାଡ଼ି ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ରଞ୍ଜନ କୁମାର ପ୍ରଧାନ, ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସରୋଜ କର୍ଣ୍ଣ, ଏସ ଡି ସି ସଭାପତି ଶ୍ରୀଯୁକ୍ତ ରୋଦନ ମଲ୍ଲିକ, ଜିଲ୍ଲା ନାରୀ ନେତ୍ରୀ  ପୁନମ କହଁର, ଶ୍ରୀଯୁକ୍ତ ବିଷ୍ଣୁ ମଲ୍ଲିକ, ଶ୍ରୀଯୁକ୍ତ ସୁନିଲ ସେଠୀ, ସ୍ଥାନୀୟ ଏନଏସି ନଗର ସଭାପତି ଶ୍ରୀଯୁକ୍ତ ଗୋପାଳ ମହାପାତ୍ର, ସ୍ଥାନୀୟ ବ୍ଲକ ସଭାପତି ଶ୍ରୀଯୁକ୍ତ ଲିଙ୍ଗରାଜ କହଁର, ରାଇକିଆ ବ୍ଲକ ସଭାପତି ଶ୍ରୀଯୁକ୍ତ ରାଜମୋହନ ଦିଗାଲ, ଦାରିଙ୍ଗବାଡି ବ୍ଲକ ସଭାପତି ଶ୍ରୀଯୁକ୍ତ ଜ୍ୟୋତିରାଜ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ନାୟକ ଓ ସମସ୍ତ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଇକିଆ ବ୍ଲକ ସଭାପତି ରାଜମହନ ଦିଗାଲ ପରିଚାଳନା କରିଥିବା ବେଳେ ମଞ୍ଚାସିନ ସମସ୍ତ ଅତିଥି ନିଜ ବକ୍ତବ୍ୟରେ ବିଜୁ ଜନତା ଦଳର ପ୍ରତିଷ୍ଠା ଓ  ଶାସନ ନୀତି ସହ ରାଜ୍ୟର ବିକାଶ ମୂଳକ କାର୍ଯ୍ୟକ୍ରମ ସହ ଜନତାଙ୍କ ବ୍ୟକ୍ତି ଗତ ଉନ୍ନତି ଆଭିମୁଖ୍ୟ ବିଷୟରେ ବକ୍ତବ୍ୟ ରଖିବା ସହିତ ଘୁ.ଉଦୟଗିରି ଜନତା ବିଜୁ ଜନତା ଦଳର ବଳ ବୋଲି କହିବା ସହ ଆଗାମୀ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ନିମନ୍ତେ ସମର୍ଥନ ଭିକ୍ଷା କରିଥିଲେ । ମହାରଣା, ଶୁଷମା ପ୍ରଧାନ,ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.