ବିନ୍ଧ୍ୟ ଗିରୀବାସୀ ବିଂଝାଲ ସମାଜର ନୂତନ କର୍ମକର୍ତା

0 2

ମେଲଛାମୁଣ୍ଡା,(ମନୋଜ ଭୋଇ)-ପଦ୍ମପୁର ବ୍ଳକ ଅର୍ନ୍ତଗତ ଗଂଜାଗଡା ଗ୍ରାମରେ ସର୍ବ ଭାରତୀୟ ସ୍ୱାଳାଖ ବିନ୍ଧ୍ୟ ଗିରୀବାସୀ ବିଂଝାଲ ସମାଜ ରାଜବୋରାସମ୍ବର ବାରଭାଇ ବେଂଟକାର ସଂଘର ନୂତନ କର୍ମକର୍ତା ଚୟନ ସମାବେସ ଅନୁଷ୍ଠିତ ହୋଇଯାଇଛି । ଜୋନ ସଭାପତୀ ଶ୍ୟାମସୁନ୍ଦର ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସର୍ବସମ୍ମତିକ୍ରମେ ଗୋପାଳ ବରିହା ସଭାପତୀ, ରାଜକୁମାର ଭୋଇ ଉପ ସଭାପତୀ, ବି.ଶଙ୍କର ନେଗୀ ସଂପାଦକ, ରବିନ୍ଦ୍ର ବରିହା ସହସଂପାଦକ, ବ୍ରହ୍ମାନନ୍ଦ ବରିହା କୋଷାଧ୍ୟକ୍ଷ, ଲାଲ ବାହାଦୁର ବରିହା ସଂଯୋଜକ, ସୁଦର୍ଶନ ବରିହା ଓ ଦେବାର ବରିହା ଉପଦେଷ୍ଟା, ଅଶ୍ୱିନୀ କୁମାର ଭୋଇ ପର୍ଯ୍ୟବେକ୍ଷକ, ଚିତରଂଜନ ବରିହା ଓ ଜୟନ୍ତ ବରିହା ମୂଖ୍ୟ ସଭ୍ୟ ଭାବେ ମନୋନୀତ ହୋଇଥିଲେ । ସମାବେଶକୁ କରୁଣା, ଶ୍ୟାମ, ସୁଶାନ୍ତ ଓ ବିଂଝାଲ ସମାଜର ସମସ୍ତ କର୍ମମର୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.