ବାସୁଦେବପୁର/ପ୍ରତାପ ପାଢ଼ୀ- ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ବାସୁଦେବପୁର ରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ବାସୁଦେସବପୁର ରେ ସ୍ଥାନୀୟ ଯାଦବ ପଡିଆ ଠାରେ ଆୟୋଜିତ ସଭାରେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ,ଓ ବାସୁଦେବପୁର ବିଜୁ ଜନତା ଦଳ ସଭାପତି ଦୀନବନ୍ଧୁ ଦାସ ଓ ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ ଓ ପୌରପାଳିକା ଅଧ୍ୟକ୍ଷା ନିବେଦିତା ବେହେରା ଓ ବିଧାୟକଙ୍କ ପ୍ରତିନିଧି ଅସିତ କୁମାର ଦାଶ ଓ ସାଂସଦ ପ୍ରତିନିଧି ସୁରେଶ ମହାନ୍ତି ଓ ଯୁବ ସମାଜସେବୀ ଶୁଭେନ୍ଦୁ ଭୂଷଣ ବେହେରା ଓ ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଦେବଦର୍ଶନ ଦାଶ ଓ ବ୍ଲକ ଯୁବ ସଭାପତି ଜଗବନ୍ଧୁ ଖିଲାର ଓ ମୁନ୍ସିପାଲିଟି ସଭାପତି ମାନସରଞ୍ଜନ ସାହୁ ଓ ଛାତ୍ର ସଭାପତି କାଳନ୍ଦୀ ସାହୁ , ମହିଳା ରାଜ୍ୟ ସମ୍ପାଦିକା ରଶ୍ମିତା ନାୟକ, ପୌର ଉପାଧ୍ୟକ୍ଷ ଉତ୍ତମ ବାରିକ୍, ସମ୍ବିତ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ଯଦୁନାଥ ନାୟକ, ନଗର ବିଜେଡ଼ି ସଭାପତି ଶ୍ୟାମ ସୁନ୍ଦର ମହାନ୍ତି ଙ୍କ ସହ ଅନ୍ୟ ବରିଷ୍ଟ କର୍ମୀ, ପୌର ଓ ପଞ୍ଚାୟତ ସ୍ତରୀୟ କର୍ମୀ ମାନଙ୍କ ଯୋଗଦାନ କରିଥିଲେ। ଏହି ଅବସର ରେ ଏକ ବିରାଟ କର୍ମୀ ସମାବେଶ ରେ ପଦଯାତ୍ରା ଅନୁଷ୍ଟିତ ହୋଇଥିଲା ll ପଦଯାତ୍ରା ସ୍ଥାନୀୟ ଯାଦବ ପଡିଆ ରୁ ବାହାରି ସ୍ଥାନୀୟ ନୀଳମଣି ଟାଉନ ହଲ ପରିସର ଯାଏଁ ଆସିଥିଲା।
Sign in
Sign in
Recover your password.
A password will be e-mailed to you.