ପ୍ରଫୁଲ୍ଲ ପାଠାଗାର ପରିସରରେ ୭୫ତମ ସ୍ୱାଧୀନତା ଦିବସ ପାଳନ ହୋଇଛି

0

ଜଗତସିଂହପୁର, /ସୁମନ୍ତ କୁମାର ଦାସ: ପ୍ରଫୁଲ୍ଲ ପାଠାଗାର ପରିସରରେ ୭୫ତମ ସ୍ୱାଧୀନତା ଦିବସ ପାଳନ ହୋଇଛି | ଶିକ୍ଷାବିତ ବଂଶୀଧର ଆଚାର୍ଯ୍ୟ ପତାକା ଉତ୍ତୋଳନ କରିଥିଲେ l ଏଥିରେ ପାଠାଗାର ସଭାପତି ରବୀନ୍ଦ୍ର ନାଥ ତ୍ରିପାଠୀ, ସମ୍ପାଦକ ସୁରେନ୍ଦ୍ର କୁମାର ରାୟ, ବିଜୟ ପତି,ଅଞ୍ଜନ ଜେନା, ବଂଶୀଧର ବିଶ୍ୱାଳ, ସତ୍ୟବାଦୀ ଦାସ, ଚନ୍ଦ୍ରଶେଖର ରାୟ, ରମେଶ ସାହୁ, ସଞ୍ଜୟ ସାମନ୍ତସିଂହାର, ସତ୍ୟବାଦି ଦାସ, ପ୍ରଭାତ ରାୟ, ପ୍ରତାପ ରାଉତରାୟ, ଗୁରୁପ୍ରସାଦ ପତି, ଓ ହାପି ମାଇଣ୍ଡ ପ୍ଲେ ସ୍କୁଲ ର ଛାତ୍ର ଛାତ୍ରୀ ଏବଂ ବିଦ୍ୟାଳୟ ର ଶିକ୍ଷୟତ୍ରୀ ବୃନ୍ଦ ଯୋଗଦେଇ ସ୍ୱାଧୀନତା ଉପରେ ଆଲୋକପାତ କରିଥିଲେ.ଶେଷରେ ପିଲାମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା l

Leave A Reply

Your email address will not be published.