କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରି ସ୍ଥିତ ପ୍ରାଥମିକ ସ୍ଵାସ୍ଥ୍ୟ କେଦ୍ରରେ ସ୍ଥାୟୀ ଡାକ୍ତର ନଥିବାରୁ ରୋଗୀ ଚିକିତ୍ସା ପାଇଁ ଵହୁତ ବାର ଅସୁଵିଧା ସମୁଖିନ ହେଉଛନ୍ତି। ରାଜ୍ଯ ସରକାର ଙ୍କ ନୀତି ନିୟମ ରହିଛି ଯେ କୌଣସି ମୁହୂର୍ତ୍ତରେ ରୋଗୀ ଆସିଲେ ସେମାନଙ୍କୁ ଉତ୍ତମ ଶ୍ରେଣୀର ଚିକିତ୍ସା ସହ ଜରୁରୀ କାଳୀନ ସ୍ଵାସ୍ଥ ସେଵା ଯୋଗାଇ ଦିଆଯିବ। ଓ ପ୍ରତ୍ୟେକ ସମୟରେ ସ୍ଵାସ୍ଥ କେଦ୍ରରେ ରାତ୍ରୀ କାଳୀନ ସେଵା ଯୋଗାଇ ବା ପାଇ ଜଣେ ଡାକ୍ତର ସହ ଜଣେ ଜଏନ ଏମ ରହିବା ଜରୁରୀକାଳୀନ ସେଵା ଯୋଗାଇ ବା କଡା ନିୟମ ରହିଛି । ଯେ କୌଣସି ମୂହୂର୍ତ୍ତରେ ଯେକୈାଣସି ରୋଗୀ ସ୍ବାସ୍ଥ କେଦ୍ର ଆସିଵେ ସେମାନେ ଉତ୍ତମ ସେଵାରୁ ଯେପରି ଵାଦ୍ ପଡିଵେ ନାହି । ରୋଗୀ ଙ୍କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ଵାସ୍ଥ ଵିଭାଗ କୁ 5ଟିରେ ମଧ୍ୟ ସାମିଲ କରିଛନ୍ତି। ରାଜ୍ଯ ସରକାର ସ୍ଵାସ୍ଥ ସେବା 5ଟି ରେ କରିବାଓ ରୋଗୀ ଙ୍କୁ ଉତ୍ତମ ସେଵା ଯୋଗାଇ ଦେବା ପାଇଁ କେତେ କଣ ଯୋଜନା ପ୍ରଣୟନ ମଧ୍ୟ କରିଆସୁଛନ୍ତି। ହେଲେ ଟିକିରି ପ୍ରାଥମିକ ସ୍ଵାସ୍ଥକେଦ୍ରରେ କିଛି ଦିନ ହେଲା ଡାକ୍ତର ନଥିବାରୁ ରୋଗୀ ଵହୁତ ଅସୁଵିଧା ର ସମୁଖିନ ହେଉଛନ୍ତି। ଆଉ ଯେଉ ଅଧିକାରୀ ଅଛନ୍ତି ଗୋଟିଏ ହେଲେ ହମିୟପାତି ଡାକ୍ତର ଓ ଆଉ ଗୋଟିଏ ହେଲା ପାରମାସିଟ୍ ସହ ଟିକିରି ପ୍ରାଥମିକ ସ୍ଵାସ୍ଥ ଚିକିତ୍ସା କେଦ୍ର ଟି ଚାଲିଛି ଯାହାଫଳ ରେ ଵଡ ଧରଣର କୈାଣସି ରୋଗୀ ଆସିଲେ ସେହି ମାନେ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ରେଫ୍ ର କରି ଦେଉଛନ୍ତି । ଯାହାଫଳ ରୋଗୀ ରାସ୍ତାରେ ଅସୁଵିଧା ର ସମୁଖୀନ ହେଉଛନ୍ତି। ଟିକିରି ପ୍ରାଥମିକ ସ୍ଵାସ୍ଥୟ କେଦ୍ର କୁ ଯେଉ ଡାକ୍ତର ଆସନ୍ତି ଗୋଟିଏ ମାସ କିମ୍ବ 3ମାସ ରୁହନ୍ତି ଏହା ପରେ ପୁଣିଥରେ ସେହି ଡାକ୍ତର ପଦପି ଖାଲି ପଡିଥାଏ ଏହା ପରେ ଗଣମାଧ୍ୟପ୍ରତିନିଧି ଖବର ପ୍ରକାଶ କରିଲା ପରେ ପୁଣିରେ କେହି ଜଣେ ଡାକ୍ତର ଆସନ୍ତି । 2ରୁ4 ମାସ ଭିତରେ ସେହି ଡାକ୍ତର ଅନେ ଏକ ଯାଗାକୁ ଟାସ୍ପର ହୋଇଯାହାନ୍ତି ଯାହା ଫଳରେ ରୋଗୀ ମାନେ ନାହି ନଥିବା ଅସୁଵିଧା ର ସମୁଖିନ ହେଉଛନ୍ତି। ତେଣୁ ଟିକିରି ପ୍ରାଥମିକ ସ୍ଵାସ୍ଥ୍ୟ କେଦ୍ରକୁ ସ୍ଥାୟୀ ଡାକ୍ତର ପାଇ ଵୁଦିଜୀଵିମହଲରେ ପ୍ରକାଶ ପାଇଛି ।
Sign in
Sign in
Recover your password.
A password will be e-mailed to you.
Next Post