ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଛାତ୍ର ଯୁବ ଜନତା ଦଳ ତରଫରୁ ନିଶ୍ଚିନ୍ତକୋଇଲି ଥାନା ଛକ ନିକଟରେ ବିଶାଳ ମେଗା ଜଳଛତ୍ର କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଏହି ଶିବିରରେ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରୋଜି ସେଠୀ, ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପୂର୍ବତନ ବ୍ଲକ ଅଧକ୍ଷ ଗିରିଶ ରଞ୍ଜନ ମହାପାତ୍ର, ଅଧ୍ୟକ୍ଷା ଙ୍କ ପ୍ରତିନିଧି ମନୋଜ କୁମାର ସେଠୀ, ଜିଲ୍ଲା ପରିଷଦ ସଭ୍ୟ ୨୭ନମ୍ବର ଭୂପତି ଭୂଷଣ ଷଣ୍ଢ,୨୪ନମ୍ବର ବିପ୍ଳବ କିଶୋର କାପ,୨୬ନମ୍ବର ଜସ୍ମିତା ସେଠୀ, ସମାଜସେବୀ ଜ୍ଞାନ ରଞ୍ଜନ ଦାସ,ତପନ ଦାସ,ବ୍ରଜମୋହନ ପଣ୍ଡା, ଜୋନ୍ ସଭାପତି ଅନିଲ୍ ଭୁୟାଁ, ପ୍ରମୋଦ ସ୍ବାଇଁ,ଯୁବ ସଭାପତି ଆନନ୍ଦ ଦାସ, ଛାତ୍ର ସଭାପତି ସତ୍ୟଜିତ ମହାପାତ୍ର, କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ନାୟକ, ସୋସିଆଲ ମିଡ଼ିଆ ସଂଯୋଜକ ଏମ୍ ଡି ଅମିନ୍ ଖାନ୍, ଶୁଭମ୍ ଦାସ, ଅମୂଲ୍ୟ କୁମାର ମଲ୍ଲିକ, ଶୁଭାଶିଷ ପାଣ୍ଡେ,ଶିବାନୀ ଶଙ୍କର ଦାସ,ବୁବୁ ସାହୁ, ରୁଦ୍ର ମହାନ୍ତି, ଆଶିଷ କୁମାର ସାହୁ, ପ୍ରିୟ ବ୍ରତ ସାହୁ ସମେତ ସମସ୍ତ ବିଜୁ ଛାତ୍ର ଯୁବ ଜନତା ଦଳ କର୍ମୀମାନେ ଏବଂ ସମସ୍ତ ବିଜୁ ଜନତା ଦଳ କର୍ମୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସ୍ୱେଚ୍ଛାକୃତ ଭାବେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ୧୦ ଦିନ ଧରି ଚାଲିବ ବୋଲି ବିଜୁ ଜନତା ଦଳ କର୍ମୀଙ୍କ ଠାରୁ ଜଣାଯାଇଛି ।
Sign in
Sign in
Recover your password.
A password will be e-mailed to you.