ଆସନ୍ତା ୨୦୧୯ ଜାପାନ ରେ ଆୟୋଜନ ହେବ ନବମ ସଂସ୍କରଣ ରଗବି ବିଶ୍ୱକପ ଏହା ସେପ୍ଟେମ୍ବର ୨୦ ରୁ ଆରମ୍ଭ ହୋଇ ନଭେମ୍ବର ୨ ରେ ସରିବ।ସେଥିପାଇଁ ଏହି ଖେଳକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ କେନ୍ଦ୍ର କ୍ରୀଡା ବିଭାଗ ଓ ରାଜ୍ୟ କ୍ରୀଡା ବିଭାଗ ମିଳିତ ଆନୁକୂଲ୍ୟରେ ଆସନ୍ତା କାଲି ଗୁରୁବାର ରାତିରେ ଭୁବନେଶ୍ୱର ବିମାନ ବନ୍ଦର ରେ ପହଞ୍ଚିବ | ୧୦ ତାରିଖରେ ରାଜ୍ୟ କ୍ରୀଡ଼ାବିଭଗ କାର୍ଯ୍ୟଳୟ ରୁ ବାହାରି ସେକ୍ରେଟାରୀ, କିସ,ଓ ପରେ ହୋଟେଲ ସ୍ୱସ୍ତିପ୍ରିମୀୟମ ରେ ସାମ୍ବାଦିକ ସମିଳନୀ ମାଧ୍ୟମରେ ଏହି ବିଶ୍ୱକପ ପରିଭ୍ରମଣ କାର୍ଯ୍ୟକ୍ରମ ସମାପ୍ତ ହେବ। ୧୦ ତାରିଖ ରାତିରେ ପୁଣି ମୁମ୍ବାଇ ଫେରିଯିବ।
Sign in
Sign in
Recover your password.
A password will be e-mailed to you.
Prev Post