ଶ୍ରୀ ଅରବିନ୍ଦଙ୍କ ସମାଧି ଦିବସ ପାଳିତ

0

ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଖଡ଼ିଆଳ ସ୍ଥତି ଶ୍ରୀ ଅରବିନ୍ଦଙ୍କ ଦେହାଶ ମନ୍ଦିରରେ ପରିସର ମଧ୍ୟରେ ଶ୍ରୀମାଁଙ୍କ ସମାଧି ଦିବସ ପାଳିତ ହୋଇଅଛି।ଧୂପ ଦେବା ସହ ନିରବ ପ୍ରାର୍ଥନା କରିଥିଲେ। ସଭାପତି ଡ଼ଃ ମେଜର ରାମ ଚନ୍ଦ୍ର ମିଶ୍ର, ସମ୍ପାଦକ ବେହେରା ଉପସଭାପତି ଶ୍ରୀବତ୍ସ ବାରିକ, ଗୌରାଙ୍ଗ ସାହୁ, ନବୀନ କିଶୋର ପାଢ଼ୀ,ଶ୍ରୀମନ୍ତ ହୋତା,ନରେଶ ହଟୱାର ସମେତ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।

Leave A Reply

Your email address will not be published.