ପଦ୍ମପୁର(ଶାସକପ୍ରଶାସକ)-ଓଡ଼ିଶା ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅକ୍ଟୋବର ମାସ ୨ ତାରିଖ ରେ ସେବା ଶପଥ ଯୋଜନା ଆରମ୍ଭ କରିଥିଲେ lଆଜି ପାଳିତ ସୋଇଥିବା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଧାୟିକା ରୀତା ସାହୁ ଯୋଗଦାନ କରିଥିଲେ l ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶାନୁସାରେ ତାକୁ ଦୃଷ୍ଟି ରେ ରଖି ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ର ବିଧାୟିକା ରୀତା ସାହୁ ଙ୍କ ତତ୍ବାବଧାନରେରେ ବିଜେପୁର ମହାବିଦ୍ୟାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କେନ୍ଦ୍ର ବିଜେପୁର ଠାରେ ନିଜ ସହକର୍ମୀଙ୍କ ସହ ନିଜେ ସ୍ୱଚ୍ଛତା କାର୍ଯ୍ୟକ୍ରମ ରେ ଭାଗନେଇ ଅଳିଆ ଆବର୍ଜନା ସଫାକରିଥିଲେ l ଏହିକାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବରଗଡ ଜିଲ୍ଲା ବିଜେଡ଼ି ଉପସଭାପତି ଜନାର୍ଦ୍ଦନ ପାଣିଗ୍ରାହୀ, ବିଜେପୁର୍ ବ୍ଳକ ମହିଳା ମୋର୍ଚ୍ଚା ବିଜେଡି ସଭାନେତ୍ରୀ ମୀନୁ ଶର୍ମା,ବିଜୁ ଯୁବ ଜନତା ଦଳ ବରଗଡ ଜିଲ୍ଲା ମହିଳା ଡିଜିଟାଲ ସେକ୍ରେଟାରୀ ତଥା ସମାଜସେବୀ ରସ୍ମିତା ମେହେର, ଦେବାନନ୍ଦ ଗଡତିଆ, ଶକୁନ୍ତଳା ମହାପାତ୍ର, ରାଗିଣୀ ମହାରଣା, ବିଜେପୁର ବ୍ଳକ ର ପୂର୍ବତନ ବ୍ଳକ ସଭାପତି ମୋତିଲାଲ ସାହୁ, ରାଜକୁମାରୀ ମହାପାତ୍ର ପ୍ରମୁଖ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ଭାଗନେଇ ନିଜେ ନିଜକୁ ଧନ୍ୟ ମନେ କରିଥି
Sign in
Sign in
Recover your password.
A password will be e-mailed to you.
Next Post