ବିଶ୍ୱ କପ ଦଳ ଲଣ୍ଡନ ଯାତ୍ରା : ଓଡ଼ିଶାର ୪ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର

0

       14-07-18-HAKI.jpg - 102.84 kB   

ରାଉରକେଲା/ସୁଶାନ୍ତ ବେହେରା : ରବିବାର ସକାଳୁ ସକାଳେ ନୂଆ ଦିଲ୍ଲୀ ରୁ ଭାରତ ମହିଳା ହକି ବିଶ୍ୱ କପ ଦଳ ଲଣ୍ଡନ ଅଭିମୁଖେ ଯାତ୍ରା କରିବେ। ଦଳରେ ଓଡ଼ିଶାର ଚାରି ଖେଳାଳି ସ୍ଥାନ ପାଇଛନ୍ତି | ସେମାନେ ହେଲେ ମଧ୍ୟଭାଗ ଖେଳାଳି ଲିଲିମା ମିଞ୍ଜ,ନମିତା ଟପୋ ଓ ରକ୍ଷଣ ଭାଗ ଖେଳାଳି ସୁନିତା ଲାକ୍ରା, ଦୀପଗ୍ରେସ ଏକା। ଏହି ଚାରି ଖେଳାଳୀଙ୍କ  ଉପରେ ସମସ୍ତଙ୍କର  ନଜର | ଭାରତକୁ ରିଓ ଅଲମ୍ପିକ ଯୋଗ୍ୟତା ପାଇଁ ଏହି ଚାରି ଖେଳାଳି ମୁଖ୍ୟ  ଭୂମିକା ଗ୍ରହଣ କରିଥିଲା ବେଳେ ଲଣ୍ଡନ ବିଶ୍ୱକପରେ ନିଶ୍ଚିତ କିଛି ନୂଆ କରିସ୍ମା ଦେଖାଇ ଭାରତକୁ ଖାସ କର ଓଡିଶାକୁ ଗୋରବାନ୍ବିତ କରିବେ  ବୋଲି ହକି କୋଚ୍ ମାନେ ମତ ଦେଉ ଛନ୍ତି।

Leave A Reply

Your email address will not be published.