ପାଟକୁରା ପୋଲିସର ଦବଙ୍ଗ ଗିରି !

0
 

 

କେନ୍ଦ୍ରାପଡାରୁ ପ୍ରଫୁଲ୍ଲ କୁମାର ମଲ୍ଲ: ପାଟକୁରା ଥାନା ଅନ୍ତର୍ଗତ ବଚ୍ଛରାଇ ପଂଚାୟତ ର ଗୋଦ୍ଧନ ଗ୍ରାମର ପହଲ୍ଲାଦ ସ୍ୱାଇଁ ଙ୍କ ଏକ ନୂତନ ଗୃହ ନିର୍ମାଣ ଅଧା ହୋଇଥିଲା ବେଳେ ମଙ୍ଗଳବାର  ବିଳମ୍ବିତ ରାତିରେ ପହଲ୍ଲାଦ ଉପସ୍ଥିତ ନଥିବା ସମୟରେ  ଘରେ ତାଙ୍କ ଝିଅ ଆଉ ସ୍ତ୍ରୀ ଙ୍କ ଉପସ୍ଥିତିରେ ମଦ ପିଇ ଭଙ୍ଗାରୁଜା କରିବା ସହ ଆଶ୍ରାବ୍ୟ ଭାଷାରେ ଗାଳି ଗୁଳଜ ମଧ୍ୟ କରିଥିଲେ ।ଏ ନେଇ ପହଲ୍ଲାଦ ଙ୍କ ସ୍ତ୍ରୀ କୁସୁମ ସ୍ୱାଇଁ କୁନା ରାଉତ,କାଁହୁ ଦାସଙ୍କ ନାମରେ ଅଭିଯୋଗ କରିବାକୁ ଯାଇଥିବା ବେଳେ ଥାନାରେ କାର୍ଯ୍ୟରତ ଥିବା ଏଏସଆଇ ଦେଉରି ବାବୁ ଅଭିଯୋଗ ରଖି ନଥିବା ବେଳେ ଓଲଟା କେସ କରି ଭିତରେ ପୁରେଇ ଦେବେ ବୋଲି ଧମକ ଦେବା ସହ ଅଭିଯୁକ୍ତ କାରୀ ମାନଙ୍କ ସହ ମିଶି କୁସୁମ ସ୍ୱାଇଁ ଙ୍କୁ ଗାଳି ଗୁଳଜ କରି ଥିଲେ ବୋଲି ଅଭିଯୋଗ ହୋଇଛି |

 

 

 

Leave A Reply

Your email address will not be published.