ହ୍ଵାଟ୍ସଆପ ମାଧ୍ୟମରେ ଲୋକାର୍ପଣ ହେଲା ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ  “କଣ୍ଟା ଓ ଫୁଲ “

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ଚତୁର୍ଥ ଅର୍ଘ୍ୟ ଗଳ୍ପ ସଂକଳନ  “କଣ୍ଟା ଓ ଫୁଲ ” ଶୁକ୍ରବାର ଦିନ ପୂର୍ବାହ୍ନ ରେ ନିଜଘରେ ସାନଝିଅ ନିୟତି ବେବର୍ତ୍ତାଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି।

କୋଭିଡ -୧୯ କଟକଣା ଯୋଗୁଁ ସମ୍ପୂର୍ଣ୍ଣ ନିଡ଼ାମ୍ବର ଭାବେ ବାପା ଝିଅ ଏହି ବହିଟିକୁ ହ୍ଵାଟ୍ସଆପ ମାଧ୍ୟ୍ୟମରେ ଲୋକାର୍ପଣ କାର୍ଯ୍ୟ ସରାଇଥିଲେ।  ଗଳ୍ପ ଗୁଡ଼ିକ ସୁଖ ଦୁଃଖର ସମାରୋହରେ ସାମଗ୍ରିକ  ତେଲ ଲୁଣର ଜୀବନକୁ କିଭଳି ସଂସାରରେ ସାମିଲ କରି ଜୀବନ କଟାଇବାକୁ ହେବ ତାହାହିଁ ପ୍ରତିଫଳିତ।ସୁଖର ସମୟ ଆନନ୍ଦ ଏବଂ ଦୁଃଖ ସମୟ କିଭଳି ଜୀବନ  ପାଇଁ ଶିକ୍ଷା ଦିଏ ସମଗ୍ର ଗଳ୍ପ ଗୁଡ଼ିକ ରେ ସୁସ୍ୱଷ୍ଟ ହୋଇଛି।

Leave A Reply

Your email address will not be published.