ଭୁବନେଶ୍ୱର (ଶାସକ ପ୍ରଶାସକ) ଭୁବନେଶ୍ୱରରେ ଆଉ ୧୬ ଜଣ କୋବିଦ ପଜିଟିଭ ଚିହ୍ନଟ ହୋଇଛନ୍ତି | ଫଳରେ ଭୁବନେଶ୍ୱର ମହାନଗରନିଗମ ଅଂଚଳରେ ମୋଟ କୋବିଦ ପଜିଟିଭ ସଂଖ୍ୟା୨୭୪ରେ ପହଁଚିଥିବା ବେଳେ ଆଜି ତାରିଖରେ ସକ୍ରିୟ ପଜିଟିଭ ସଂଖ୍ୟା ୧୩୨ରେ ପହଂଚିଛି | ଆଜି ଭିତରେ ୧୩୮ ଜଣ ସୁସ୍ଥ ହୋଇଥିବା ବେଳେ ଜୀବନ ଯାଇଛି ୩ ଜଣଙ୍କର |
Sign in
Sign in
Recover your password.
A password will be e-mailed to you.