ଛଡାଗଲା ହୀରାକୁଦ ଜଳ ଭଣ୍ଡାର ର ବନ୍ୟାଜଳ l

0 2

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ଆଜି ହୀରାକୁଦ ଜଳଭଣ୍ଡାର ରୁ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ଛଡ଼ାଯାଇଛି । ପାରମ୍ପରିକ ପୂଜାପାଠ ପରେ ପ୍ରଥମେ ୭ ନମ୍ବର ଗେଟ୍ ଖୋଲା ଯାଇଥିଲା l ଏହା ପରେ ପର୍ଯ୍ୟାୟ କ୍ରମେ ୧୦ ଟି ଗେଟ ଦେଇ ଜଳ ନିଷ୍କାସନ ଜାରୀ ରହିଛି l ତେବେ କରୋନା କଟକଣା ପାଇଁ ବନ୍ଧ ଉପରକୁ ଯିବାକୁ ବାରଣ କରାଯାଇଛି l

 

Leave A Reply

Your email address will not be published.