ପଦ୍ମପୁର- ଦିର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା କୁ ଡାକ୍ତର ସୁଶିଲ କୁମାର ପରିଡା ନୂତନ ଏସ୍.ଡି.ଏମ୍.ଓ ଭାବେ ଡଃ ଗୀତାପିୟୁଷ ମିଶ୍ର ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି l ଡଃ ପରିଡା ଙ୍କ ଆଗମନ କୁ ସ୍ଥାନୀୟ କର୍ମଚାରୀ ବଂଧୁଗଣ ପୁଷ୍ପଗୁଛ୍ଚ ପ୍ରଦାନକରି ଖୁବ୍ ଆଡମ୍ବର ପୂର୍ଣଭାବେ ସ୍ୱାଗତ କରିଥିଲେ ୧୬.୧.୧୮ ପରଠାରୁ ଉକ୍ତ ପଦବୀ ଖାଲିପଡିଥିଲା l
Sign in
Sign in
Recover your password.
A password will be e-mailed to you.