ସବୁ ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ ପ୍ରତିଷ୍ଠାନ ଆସନ୍ତା କାଲି ଛୁଟି 

0

ଭୁବନେଶ୍ୱର(ଶାସକ ପ୍ରଶାସକ) ମକର ସଂକ୍ରାନ୍ତି , ପୁଷ ପରବ ଉପଲକ୍ଷେ ଓଡିଶା କାର୍ଯ୍ୟ କରୁଥିବା ସବୁ ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ ପ୍ରତିଷ୍ଠାନ ଆସନ୍ତା କାଲି ଅର୍ଥାତ ୧୫ ତାରିଖରେ ରହିବ ବନ୍ଦ ।  ନେଗୋସିଏବୁଲ ଇଂସ୍ତ୍ରୁମେଣ୍ଟ ଆକ୍ଟ ଅନୁସାରେ ସରକାର କଲେ ଘୋଷଣା ଓ ରାଜସ୍ବ -ବିପର୍ଯୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି |  

Leave A Reply

Your email address will not be published.