Sign in
Sign in
Recover your password.
A password will be e-mailed to you.
Browsing Category
ସ୍ୱାସ୍ଥ୍ୟ/ବିଜ୍ଞାନ
ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ
ବିଜ୍ଞାନ ସାହିତ୍ୟ ପରିଷଦର ୪୧ତମ ବାର୍ଷିକୋତ୍ସବ
ବଲାଙ୍ଗିରରୁ ନିରୋଜ ମିଶ୍ର - ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଠାରେ ବିଜ୍ଞାନ ସାହିତ୍ୟ ପରିଷଦର ୪୧ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ୧୩ଟି ବିଦ୍ୟାଳୟରୁ ୩୦ ଜଣ କୁନି ବିଜ୍ଞାନୀଙ୍କ ଦ୍ୱାରା…
ଆଇବିସିଏସରେ “ଉତମ ଶୈଳୀ, ଉତମ ଜୀବନ”ଉପରେ ଏକ ଆଲୋଚନା ଚକ୍ର : ଯୋଗ ମାନସିକ ଚାପକୁ ଦୂରେଇଥାଏ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଇନଷ୍ଟିଚ୍ୟୁଟ ଅଫ୍ ବିଜିନେସ୍ ଆଣ୍ଡ କମ୍ପୁଟର ଷ୍ଟଡିଜରେ ଗୁରୁବାର ଦିନ “ଉତମ ଶୈଳୀ, ଉତମ ଜୀବନ”ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଲୋକସମ୍ପର୍କ ମୁଖ୍ୟ ଶ୍ରୀମତି…
ଚିତ୍ରଗୁପ୍ତ ଦେବଙ୍କୁ ପୁଜିବାକୁ ଜୋରସୋର ରେ ପ୍ରସ୍ତୁତି
ବଲାଙ୍ଗିରରୁ ନୀରୋଜ କୁମାର ମିଶ୍ର : ଆସନ୍ତା ଅକ୍ଟୋବର ୨୧ ଓ ୨୨ ଦୁଇଦିନ ଧରି ବଲାଙ୍ଗୀର ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି (କରଣ ସମାଜ) ତରଫରୁ ସ୍ଥାନୀୟ ନରସିଂହ ମନ୍ଦିର ପରିସରରେ ଥିବା ଚିତ୍ରଗୁପ୍ତ ଦେବଙ୍କ ମନ୍ଦିରରେ ଚିତ୍ରଗୁପ୍ତ ଦେବଙ୍କର ବାର୍ଷିକ ପୂଜା ସମାଜର…
ଛୋଟ ଗାଁର ବଡ କାହାଣୀ : କୌଣସି ସ୍ଲୋଗାନ ନୁହେ, ନିଜେ ଚାହିଁଲେ ବଦଳିବ : କିଏ ଖୋଲାରେ ମଳତ୍ୟାଗ କରିଦେବ ଜଳାଶୟ…
ଗାଁରେ ଥିବା ଜଳାଶୟଗୁଡିକର ଆଖପାଖରେ ବା ପୋଖରୀ-ନଈ ହୁଡାରେ ଯେପରି କେହି ମଳତ୍ୟାଗ ନକରନ୍ତି ତାହା ନିଶ୍ଚିତ କରିବା ପାଇଁ ଅଂଟା ଭିଡିଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ଠେକୁଆପଲ୍ଲୀର କିଛି ଯୁବକ । ନିଜ ଗାଁର ପରିବେଶକୁ ସ୍ୱଚ୍ଛ ରଖିବା ଲାଗି ଓ ଗାଁରେ ଖୋଲାରେ…
ଟ୍ରାଇ କମାଇଲା ଇ ରକନେକ୍ଟ ୟୁଜର ଚାର୍ଜ : କମିବ ମୋବାଇଲ ଶୁଳ୍କ
ନୂଆଦିଲ୍ଲୀ : ମୋବାଇଲ ବ୍ୟବହାରକାରୀ ଙ୍କ ପାଇଁ ଖୁସି ଖବର କାରଣ ଖୁବଶୀଘ୍ର କଲ ଦର କମିବ। କାରଣ ଦେଶର ଟେଲି ନିୟାମକ କର୍ତୃପକ୍ଷ ଟ୍ରାଇ ଇ ର କନେକ୍ଟ ୟୁଜର୍ସ ଚାର୍ଜ ବା ଅନ୍ତଃସଂଯୋଗ ଚାର୍ଜ (ଆଇୟୁସି)କୁ ମିନିଟ୍ ପିଛା ୬ ପଇସାକୁ କମାଇ ଦେଇଛନ୍ତି । ଆସନ୍ତା ଅକ୍ଟୋବର ପହିଲାରୁ ଏହା ଲାଗୁ…