Browsing Category

ଜାତୀୟ/ଆନ୍ତର୍ଜାତୀୟ

ଇରାନର ଚାବାହର ବନ୍ଦରକୁ ୨୦୧୯ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଭାରତ ଉଦ୍ୟମ କରୁଛି: ନୀତୀନ ଗଡକରୀ

  ଦୁଶାନବେରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ କେନ୍ଦ୍ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ୨୦୧୯ ମସିହା ସୁଦ୍ଧା ଇରାନର ଚାବାହର ବନ୍ଦରକୁ କାର୍ଯ୍ୟକ୍ରମ କରିବାକୁ ଭାରତ ଉଦ୍ୟମ କରୁଛି । କେନ୍ଦ୍ର ଜଳ ସମ୍ବଳ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ, ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତୀନ…

ଋଷ ସହ ଦୀର୍ଘକାଳୀନ ଚୁକ୍ତି ଅନୁଯାୟୀ ପ୍ରଥମ ଏଲଏନଜି କାର୍ଗୋ ଦାହେଜରେ ପହଂଚିଲା

 ଏକ ଭବ୍ୟ କାର୍ଯ୍ୟକ୍ରମରେ ସ୍ୱାଗତ କଲେ କେନ୍ଦ୍ର  ମନ୍ତ୍ରୀ ଧର୍ମେନ୍ଦ୍ର ନୂଆଦିଲ୍ଲୀ - ଋଷର ଗେଜପ୍ରାମ ମାର୍କେଟିଂ ଏଣ୍ଡ ଟ୍ରେଡିଂ ସିଙ୍ଗାପୁର (ଜିଏମଟିଏସ) ତଥା ଗେଲ ମଧ୍ୟରେ ଦୀର୍ଘକାଳୀନ ଅବଧିି ପାଇଁ ଚୁକ୍ତି ଅନୁଯାୟୀ ପ୍ରଥମ ଏଲଏନଜି କାର୍ଗୋ ସୋମବାର ଦିନ ଗୁଜରାତର ଦାହେଜରେ…

୧୯ ମିନିଟରେ ୪, ୭୮୯ କିମି ଦୂରରେ ଥିବା  ଲକ୍ଷ୍ୟ କଲା ଭେଦ 

ଅଗ୍ନି-୫’ର ସଫଳ ପରୀକ୍ଷଣ  ବାଲେଶ୍ୱର( ଉଜ୍ଜ୍ୱଳ କର ): ଭୁପୃଷ୍ଠ ରୁ ଭୁପୃଷ୍ଠକୁ  ନିକ୍ଷେପ ହେଉଥିବା ଦୂରଗାମୀ କ୍ଷେପଣାସ୍ତ୍ର ‘ଅଗ୍ନି-୫’ର ସଂସ୍ଥା  ବ୍ୟବହାରିକ ପରୀକ୍ଷଣ ରବିବାର ସଫଳ ହୋଇଛି । ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ (ଡିଆରଡିଓ) ପକ୍ଷରୁ ଭଦ୍ରକ ଜିଲ୍ଲା…

ବାପା- ମାଙ୍କୁ ହଇରାଣ କରୁଥିବା ପୁଅ ସାବଧାନ :  ଘରୁ ତଡା ଖାଇବା ସହ ସମ୍ପତ୍ତିରୁ ହୋଇ ପାରନ୍ତି ବେଦଖଲ 

    ମାଙ୍କ ହଇରାଣ କରୁଥିବା ପୁଅକୁ ଘରୁ ବିଦା କରିବାକୁ କୋର୍ଟ ଦେଲେ ଆଦେଶ    କିଛି ଦିନ ତଳେ ସର୍ବୋଚ୍ଚ ଅଦାଲତ,  ଦିଲ୍ଲୀ ହାଇକୋର୍ଟ ବାପା ମାଙ୍କୁ ହଇରାଣ କରୁଥିବା ପୁଅ ବୋହୁଙ୍କୁ ପାନେ ଦେବାକୁ ଗୁରୁତ୍ୱ ଅଯରଣ ରାୟ ଦେଇ ଥିବା ବେଳେ ଏବେ ମୁମ୍ବାଇ ହାଇକୋର୍ଟ ବି ସେଭଳି ଏକ ଐତିହାସିକ…

ମ୍ୟାନମାରରେ  ଓଡ଼ିଆ ବନ୍ଧୁମିଳନ

ଭୁବନେଶ୍ୱର : ମ୍ୟାନମାରର ରେଙ୍ଗୁନରେ ବସବାସ କରୁଥିବା ସ୍ଥାନୀୟ ମୂଳ ଓଡ଼ିଆ ଓ ପ୍ରବାସୀ ଓଡ଼ିଆମାନଙ୍କର ଏକ ବନ୍ଧୁମିଳନ ରେଙ୍ଗୁନର ମିଙ୍ଗଲାଡନ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ  ହୋଇଯାଇଛି । ପ୍ରବାସୀ ଓଡ଼ିଆ ଡ. ଶୀତଳ କୁମାର ପାଳବାବୁଙ୍କ ଆବାହକତ୍ୱରେ ଏବଂ ରେଙ୍ଗୁନର ମୂଳ ଓଡ଼ିଆ…

ଅଯୋଧ୍ୟା ମାମଲାରେ ମଧ୍ୟସ୍ଥତା ପାଇଁ ଦାଏର କରାଯାଇଥିବା ୩୨ଟି ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ରାମଜନ୍ମଭୂମି ବାବରୀ ମସଜିଦ ପ୍ରସଙ୍ଗରେ ମଧ୍ୟସ୍ଥତା ଲାଗି ବିଭିତ୍ତ ବ୍ୟକ୍ତି କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି  ।  କେବଳ ଜମି ମାଲିକାନା ବିବାଦ ସହ ଜଡିତ ବ୍ୟକ୍ତିମାନଙ୍କୁ ନେଇ ଶୁଣାଣୀ କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି  । ମାମଲାର…

ଚିନ୍ତା ବଢାଇବା ଭଳି ଖବର, ଇଏ କେମିତି ବିକାଶ କେଜାଣି ?????

୨୦୧୯ ବେଳକୁ ୭୭ ପ୍ରତିଶତ ରୋଜଗାରିଆ ଭାରତୀୟ ହୋଇଥିବେ ବେରୋଜଗାର ନୂଆଦିଲ୍ଲୀ: କେନ୍ଦ୍ର ସରକାର କହୁଛନ୍ତି ବିକାଶ ଚାଲିଛି  । ହେଲେ ଏମିତି ବିକାଶ ଚାଲିଛି ଯେ ଆଗକୁ ସର୍କାରଙ୍କ ବିକାଶ ପ୍ରକ୍ରିୟାର ପରିଣାମ ସ୍ୱରୂପ ପରିସ୍ଥିତି କଣ ହେବ ତାହାର ଏକ ଚିତ୍ର ଦେଇଛି ଜାତିସଂଘର ଏକ ସଂସ୍ଥା…