Browsing Category

ଜାତୀୟ/ଆନ୍ତର୍ଜାତୀୟ

“ପୁରୀରୁ  ଲଢ଼ିବା ଚର୍ଚ୍ଚା କେବଳ କଳ୍ପନା ଜଳ୍ପନା ‘ : ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ -ଆପଣ ପୁରୀରୁ ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚା ହେଉଛି | ତାହା କେତେଦୂର ସତ !!! -ଏହା କେବଳ କଳ୍ପନା ଜଳ୍ପନା ମାତ୍ର ପୁରୀରୁ ନିର୍ବାଚନ ଲଢ଼ିବା ସମ୍ପର୍କରେ ଗଣମାଧ୍ୟମ ସରବରାହ ସଂସ୍ଥା ଏଏନଆଇକୁ ନିଜ ଉତ୍ତର ରଖି କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବଦଳିବ ଆଣ୍ଡାମାନ ଦ୍ଵୀପପୁଞ୍ଜର ଦ୍ଵୀପଙ୍କ ନାମ, ୩୦ରେ ପ୍ରଧାନମନ୍ତ୍ରୀ କରିବେ ଘୋଷଣା

 ଭୁବନେଶ୍ୱର( ଗିରିଜା ଶଙ୍କର ଦାଶ) ନେତାଜୀ ସୁଭାଷ ବୋଷଙ୍କ ନେତୃତ୍ୱାଧୀନ ଆଜାଦ ହିନ୍ଦ ଫୌଜ ଜାପାନୀଙ୍କ ସହ ମିଶି  ବ୍ରିଟିଶ ଫୌଜଙ୍କୁ ପରାସ୍ତ କରି ଡିସେମ୍ବର ୩୦ ତାରିଖ ୧୯୪୩ରେ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜକୁ ଦାଖଲକୁ ନେଇଥିଲେ | ସେହି ସମୟରେ ନେତାଜୀ ଆଣ୍ଡାମାନ ନିକୋବର ଆଇଲାଣ୍ଡସର…

“ସଡନ ଡେଥ”ରୁ ହେଲା ବିଶ୍ୱ ବିଜୟ ନିଷ୍ପତ୍ତି 

ସରିଲା ମହାମେଳା, ବାଜି ମାରିନେଲା ବେଲଜିୟମ  bhubaneswar/ girija dash ସରିଲା ହକିର ମହାକୁମ୍ଭ । ନଭେମ୍ବର ୨୭ତାରିଖରୁ ଆରମ୍ଭ ହୋଇଥିବା ୨୦ଦିନିଆ ରଙ୍ଗାରଙ୍ଗ ଚିତାକର୍ଷକ ଓ ରୋମାଞ୍ଚକର ଯାତ୍ରାର ଶେଷ ହୋଇଛି ପୁରୁଷ ହକି ବିଶ୍ୱକପ୍ ଫାଇନାଲ୍ ସହ । ଶକ୍ତିଶାଳୀ ନେଦରଲାଣ୍ଡକୁ ହରାଇ…

 କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଇଏସପିଆରଏଲ ଓ ଆବୁଧାବୀ ନ୍ୟାସନାଲ ଅଏଲ କମ୍ପାନୀ ମଧ୍ୟରେ…

ଆବୁଧାବୀ – କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ, ଦକ୍ଷତା  ବିକାଶ  ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସୋମବାର ଦିନ ୟୁଏଇର ଆବୁଧାବୀ ଠାରେ ଇଣ୍ଡିଆନ ଷ୍ଟ୍ରାଟେଡିକ ରିଜର୍ଭସ, ଲିମିଟେଡ (ଆଇଏସପିଆରଏଲ) ଓ ଆବୁଧାବୀ ନ୍ୟାସନାଲ ଅଏଲ କମ୍ପାନୀ (ଏଡିଏନଓସି) ମଧ୍ୟରେ…

ଦ୍ୱିପାକ୍ଷିକ ସହଯୋଗରେ ବୃଦ୍ଧି ନେଇ ୟୁଏଇର ମାନବ ସମ୍ବଳ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର

ୟୁଏଇରେ କାମ କରୁଥିବା ଭାରତୀୟ ମାନଙ୍କର ଦକ୍ଷତା ବିକାଶ ଓ ନିଯୁକ୍ତି ପ୍ରସଙ୍ଗରେ ବି କଲେ ଆଲୋଚନା ଆବୁଧାବି-  କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ଦୁଇ ଦିନିଆ ୟୁଏଇ ଗସ୍ତରେ ପହଂଚିଛନ୍ତି । ଶ୍ରୀ ପ୍ରଧାନ ସେଠାରେ ୟୁଏଇର ର ମାନବ…

ବିଶ୍ଵର ସର୍ବୋଚ୍ଚ ପ୍ରତିମୂର୍ତ୍ତି – ଏକତାର ପ୍ରତିମୂର୍ତ୍ତିର ନିର୍ମାଣ ନିମନ୍ତେ ସେଲ ଯୋଗାଇଛି  ୫୦% ରୁ ଉର୍ଦ୍ଧ୍ଵ…

ରାଉରକେଲା /ଶାସକ ପ୍ରଶାସକ : ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (ସେଲ) ଭାରତର ପ୍ରମୁଖ ଭିତ୍ତିଭୂମି ନିର୍ମାଣରେ ନିଜର ସହଭାଗିତାକୁ ଜାରିରଖି ଅକ୍ଟୋବର ୩୧ ତାରିଖରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହୋଇଥିବା ବିଶ୍ଵର…

ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶା ସମ୍ପର୍କରେ ବାର୍ତା ରଖିଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାରେ ଯେଉଁ ହକି ବିଶ୍ୱକପ୍ ଆୟୋଜିତ ହେବାକୁ ଯାଉଛି ତାହା ଓଡ଼ିଶା କ୍ରୀଡ଼ାବିତଙ୍କ ପାଇଁ ଏକ ସୁଯୋଗ ଆଣିଛି   ଭୁବନେଶ୍ୱର- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି  ତାଙ୍କର ୪୯ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶା ସମ୍ପର୍କରେ ଅନେକ କଥା ଉଲ୍ଲେଖ କରିଛନ୍ତି  । କୋଣାର୍କ ପୁରୀ ଓ…

ସେଲ ଦ୍ଵାରା ବିତ୍ତୀୟ ପ୍ରବନ୍ଧନରେ ଉତ୍କର୍ଷତା ନିମନ୍ତେ ଜାତୀୟ ପୁରସ୍କାର

ମହାରତ୍ନ କମ୍ପାନୀ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (ସେଲ) ନେସନାଲ ଏୱାର୍ଡ ଫର ଏକ୍ସଲେନ୍ସ ଇନ କଷ୍ଟ ମେନେଜମେଣ୍ଟରେ ପ୍ରଥମ ପୁରସ୍କାର ଲାଭ କରିଛି । ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଏକାଉଣ୍ଟାଣ୍ଟସ ଅଫ ଇଣ୍ଡିଆ ଦ୍ଵାରା ପ୍ରଦତ୍ତ ବୃହତ ସାର୍ବଜନୀକ ଉତ୍ପାଦକ ବର୍ଗରେ ସେଲ ଏହି ପୁରସ୍କାର ଲାଭ…

ଦେଶର ନୂଆ ଶକ୍ତି ସୁରକ୍ଷା ପାଇଁ ବିଶ୍ୱ ସମୁଦାୟ ସହ ନିରନ୍ତର ସମ୍ପର୍କ ରକ୍ଷା ଜରୁରୀ-ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲୀରେ ସେରା ସପ୍ତାହ ପାଳିତ  ପେଟ୍ରୋଲ ଉତ୍ପାଦନକାରୀ ଉପେକକୁ ସୌର ଉର୍ଜା ଉତ୍ପାଦନକାରୀ ଆଇଏସଏ ଟକ୍କର ଦେଇପାରିବ  ଗୋଟିଏ ବିଶ୍ୱ-ଗୋଟିଏ ସୂର୍ଯ୍ୟ-ଗୋଟିଏ ଗ୍ରୀଡ୍ ଭାରତର ବିଚାର ଭୁବନେଶ୍ୱର/ନୂଆଦିଲୀ-ଦେଶର ନୂଆ ଶକ୍ତି ସୁରକ୍ଷା ପାଇଁ ବିଶ୍ୱ ସମୁଦାୟ ସହ ନିରନ୍ତର ସମ୍ପର୍କ ରକ୍ଷା…