Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆସନ୍ତା କାଲି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
ଭୁବନେଶ୍ୱର ତା. ୧୩.୭- ଫକୀରମୋହନ ସଂୟଶାସିତ ମହାବିଦ୍ୟାଳୟ (ବାଲେଶ୍ୱର) ର ଇଂଟିଗ୍ରେଟେଡ ବିଏଡ୍ ଦ୍ୱିତୀୟବର୍ଷ ଛାତ୍ରୀ ସୁଶ୍ରୀ ସୌମ୍ୟାଶ୍ରୀ ବିଶି ଉକ୍ତ ମହାବିଦ୍ୟାଳୟର ଅଧ୍ୟାପକଙ୍କ ଦ୍ୱାରା ନିର୍ଯାତିତା ହୋଇ ମହାବିଦ୍ୟାଳୟର ଅଧ୍ୟକ୍ଷ, ସ୍ଥାନୀୟ ଥାନା ପ୍ରମୁଖଙ୍କ ପାଖରେ ନ୍ୟାୟଭିକ୍ଷା…
କଲେଜ କ୍ୟାମ୍ପସ ଛାଡ଼ି ବିଶ୍ୱବିଦ୍ୟାଳୟ ନିଜସ୍ୱ ବିଲଡିଂକୁ ଯାଉ,ଓଏସଡ଼ିଙ୍କୁ ବହିଷ୍କାର ଦାବି।
ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ ସୁରକ୍ଷା ମଞ୍ଚ ତରଫରୁ ସାମ୍ବାଦିକ ସମ୍ମିଳନୀ।
କେନ୍ଦୁଝର,ତା୧୩/୭- ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ ସୁରକ୍ଷା ମଞ୍ଚ ତରଫରୁ ଆଜି ସ୍ଥାନୀୟ ଶହୀଦ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ସର୍ଵ ପ୍ରଥମେ ମଂଚର ବରିଷ୍ଠ ସଦସ୍ୟ ଭରତ…
ବରିଷ୍ଠ ଓକିଲ ସଂଗୀତା ସିଂହଙ୍କ ଉପରୁ ନିଲମ୍ବନ ସ୍ଥଗିତ: ସ୍ପଷ୍ଟ କଲା ରାଜ୍ୟ ବାର କାଉନସିଲ
କେନ୍ଦୁଝର,ତା୧୩/୭- କରୋନା ମହାମାରୀ କଟକଣା ପୂର୍ବରୁ କେନ୍ଦୁଝର ଜିଲ୍ଲା ଓକିଲ ସଂଘର ଆଡ଼ହକ କମିଟିର ଅଧ୍ୟକ୍ଷା ଥିଲେ ବରିଷ୍ଠ ଓକିଲ ସଂଗୀତା ସିଂହ। ତେବେ ସେତେବେଳ ଓକିଲ ସଂଘରେ ବିବାଦ ଚରମସୀମାରେ ପହଞ୍ଚି ଥିଲା ଥାନା ଫାଣ୍ଡି ଯାଏ କଥା ଯାଇଥିଲା । ସଂଗୀତା ସିଂହ ପୂର୍ବରୁ ରାଜ୍ୟ ଓକିଲ…
କଟକ ଚଣ୍ଡୀ, ନୀଳମାଧଵ, ମା’ ଚର୍ଚ୍ଚିକା, ଧବଳେଶ୍ୱର ଓ ଗୋପୀନାଥ ଜୀଉ ମନ୍ଦିର ଉନ୍ନୟନ ପ୍ରକଳ୍ପର ସମୀକ୍ଷା
ଉନ୍ନୟନ କାର୍ଯ୍ୟକୁ ତ୍ୱରିତ ବେଗରେ ଆଗେଇ ନେବାକୁ ନିର୍ଦେଶ ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର, ତା, ୧୩.୦୭.୨୦୨୫- କଟକ ଜିଲ୍ଲା ଅନ୍ତର୍ଗତ ମା' କଟକ ଚଣ୍ଡୀ, ନୀଳମାଧଵ, ମା' ଚର୍ଚ୍ଚିକା, ଧବଳେଶ୍ୱର ଓ ଗୋପୀନାଥ ଜୀଉ ମନ୍ଦିର ଉନ୍ନୟନ ପ୍ରକଳ୍ପର ସମୀକ୍ଷା ବୈଠକ ଆଜି ସ୍ଥାନୀୟ…
ବିଜେପୁର ମହାବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀଙ୍କ ବୃକ୍ଷ ରୋପଣ
ବିଜେପୁର :-ବନମହୋତ୍ସବ ଅବସରରେ ଆଜି ବରଗଡ ଜିଲ୍ଲା ବିଜେପୁର ମହାବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀମାନେ ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ର ଜଳବାୟୁ ପରିବର୍ତ୍ତନ ସଂପର୍କିତ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ । ତତ୍ ସଙ୍ଗେ…
ଦୁର୍ଘଟଣାରେ ଆହତ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ ),ଗତ ଜୁଲାଇ ଚାରି ତାରିଖରେ ବେଲଗୁଣ୍ଠା ବ୍ଳକ୍ ବଡ଼ ବୋର୍ସିଂ ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ମହିଳା ଆଜି ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି l ଅଭିଯୋଗ ଆଣିଥିବା ମହିଳା ଜଣଙ୍କ ହେଲେ ସାନବୋର୍ସିଂ ଗ୍ରାମର…
ରାତିରେ ଶୋଇଥିବା ଅବସ୍ଥାରେ ମହିଳାଙ୍କୁ ଗଲା କାଟି ହତ୍ୟା ଅଭିଯୋଗ।ହତ୍ୟା ପରେ ଅଭିଯୁକ୍ତ ଫେରାର।
ହତ୍ୟା ପଛର କାରଣ ଅସ୍ପଷ୍ଟ, ପୋଲିସ ର ଛାନ୍ ଭିନ୍ ଜାରି।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ସଦର ଥାନା ଅଧିନସ୍ତ ମୂଷିଗୁଡା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା।ସୂଚନା ଅନୁଯାୟୀ ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ ତାଳବରା ଗାଁର ଜନନୀ ହରିଜନ୍…
ମା ପାଇଁ ଗଛ ଟିଏ ଶିଶୁ ପାଇଁ ଗଛ ଟିଏ ବୃକ୍ଷ ରୂପଣ କାର୍ଯ୍ୟକ୍ରମ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ଆଜି ସକାଳ ୯.୦୦ଘଣ୍ଟା ସମୟରେ କଳାହାଣ୍ଡି ଉତ୍ତର ବନଖଣ୍ଡ କେସିଙ୍ଗା ବନାଞ୍ଚଳ ତରଫରୁ ରୁପ୍ରାରୋଡ ସେକ୍ସନ ଅନ୍ତର୍ଗତ ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟ ଭଟାଖମାର ଠାରେ ଆମ ଜଙ୍ଗଲ ଯୋଜେନା କେସିଙ୍ଗା, ଦଳପତି ଶ୍ରୀଯୁକ୍ତ ହେମନ୍ତ କୁମାର…
ଖୋର୍ଦ୍ଧା ଜ଼ିଲ୍ଲା ପ୍ରେସ କ୍ଲବ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ
ଖୋର୍ଦ୍ଧାରୁ ( ଶେକ ଜାଫର ): - ଜ଼ିଲ୍ଲା ପ୍ରେସ କ୍ଲବ ର ସାଧାରଣ ପରିଷଦ ବୈଠକ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି l ପ୍ରେସ କ୍ଲବ ର ସଭାପତି ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକ ରେ ବିଭିନ୍ନ ପ୍ରସଙ୍ଗ ଗୁଡିକ ଉପରେ ଆଲୋଚନା କରାଯାଇଥିଲା l…
କବି ପ୍ରସନ୍ନ ଦଳାଇ ମନମ ଫାଉଣ୍ଡେସନ ଦ୍ୱାରା ପୁରସ୍କୃତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା କଲେଜ୍ ର ପୂର୍ବତନ ଅଧ୍ୟାପକ ତଥା ବିଶିଷ୍ଟ ଇଁରାଜୀ କବି ପ୍ରସନ୍ନ କୁମାର ଦଳାଇଙ୍କୁ ତେଲେଙ୍ଗାନା ମନମ୍ ଫାଉଣ୍ଡେସନ୍ ପକ୍ଷରୁ ଅନ୍ତର୍ଜାତୀୟ ଗ୍ଲୋରୀ ସମ୍ମାନ-୨୦୨୫ ଏବଂ ଭାରତ ସେବା ରତ୍ନ ଜାତୀୟ ସମ୍ମାନ-୨୦୨୫ ରେ ସମ୍ମାନିତ କରାଯାଇଛି I ଏହି…