Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା : ବିଜେଡ଼ି ର ଶାନ୍ତିପୂର୍ଣ ପ୍ରତିବାଦ ଉପରେ ପୋଲିସ ନିର୍ମମ ଓ ଅମାନୁଷିକ ଆକ୍ରମଣ କୁ ନବୀନ…
ଆହତ ବିଜେଡ଼ି ନେତାଙ୍କ ସହ କଥା ହେଲେ ନବୀନ ପଟନାୟକ
ଭୁବନେଶ୍ୱର :ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟଶ୍ରୀ ବିଶି ଙ୍କ ଆତ୍ମଦାହ ଘଟଣାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା.ଏଥିରେ ବିଜେଡ଼ି ର ହଜାର ହଜାର କର୍ମୀ ଶାନ୍ତିପୂର୍ଣ…
କଳାହାଣ୍ଡି ଏବଂ ରାୟଗଡ଼ାର ୨୧ଟି ଗ୍ରାମକୁ ଆଲୋକିତ କରିଛି ବେଦାନ୍ତ ଆଲୁମିନିୟମ
ଏହି ପଦକ୍ଷେପ ଅଞ୍ଚଳର ୫,୦୦୦ରୁ ଅଧିକ ବାସିନ୍ଦାଙ୍କ ପାଇଁ ଲାଭଦାୟକ ହୋଇଛି
ଭୁବନେଶ୍ୱର, ୧୬/୦୭/୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଓଡ଼ିଶାର କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାର ୨୧ଟି ଗ୍ରାମରେ ୯୬ଟି ସୌରଚାଳିତ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ କରିଛି। ଏହି…
ସି ଏସ ସି ୧୬ ବର୍ଷ ପୂର୍ତ୍ତି ନିମନ୍ତେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ସହ ବିଭିନ୍ନ ସେବା ର ଉଦଘାଟନ
ଜମନକିରା (ଲିପନ ନାଏକ ) ଆଜି ଜନସେବା କେନ୍ଦ୍ର (ସି ଏସ ସି) ର ଅକ୍ଲାନ୍ତ ପରିଶ୍ରମ ଓ ଲୋକଙ୍କୁ ନିର୍ଭୁଲ ରେ ସେବା ଯୋଗେଇ ଆସୁଥିବା ଏହି ସି ଏସ ସି ୧୬ ବର୍ଷ କୁ ଅବତରଣ କରିଛି l ସିଏସସି ୧୬ ବର୍ଷ ପୂର୍ତ୍ତି ନିମନ୍ତେ ସମଗ୍ର ରାଜ୍ୟରେ ଭି ଏଲ ଇ ଭାଇ ମାନେ ସି ଏସ ସି ର ଜନ୍ମଦିନ ଭାବରେ କେକ…
ସୌମ୍ୟାଶ୍ରୀ ମୃତ୍ୟୁ ନେଇ କେନ୍ଦୁଝରରେ ମୋହନ ସରକାରକୁ ଘୋର ନିନ୍ଦା।
ନିଜ ଦଳ କର୍ମୀଙ୍କ କ୍ଷୋଭ, ସରକାରକୁ ନିନ୍ଦା କଲେ।
କେନ୍ଦୁଝର, ତା୧୫/୭- ବାଲେଶ୍ଵର ଫକୀର ମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ନେଇ ସମଗ୍ର କେନ୍ଦୁଝର ଜିଲ୍ଲାରେ ଶୋକର ବାତାବରଣ ଖେଳି ଯାଇଛି। ସବୁଠାରୁ ବଡ଼ କଥା ହେଲାକି ଶାସକ ବିଜେପି ଦଳର ସମର୍ଥକ ଛାତ୍ର ସଂଗଠନ ଅଖିଳ…
ଲିସିନଲାଇଟ୍ସ ଇଞ୍ଜିନିୟରିଂ ଆଣ୍ଡ କନଷ୍ଟ୍ରକ୍ସନ୍ ପକ୍ଷରୁ ଏକ ସେଣ୍ଟର ଅଫ୍ ଏକ୍ସସେଲେନ୍ସ୍ ସ୍ଥାପନ ପାଇଁ କିଟ୍ ସହ…
ଭୁବନେଶ୍ୱର July-15: ଡାଟା ସେଣ୍ଟର ପାଇଁ ଭାରତର ସର୍ବବୃହତ୍ ଏମଇପି ଜିସି ସେବା ପ୍ରଦାନକାରୀ ଲିସିନଲାଇଟ୍ସ ଇଞ୍ଜିନିୟରିଂ ଆଣ୍ଡ କନଷ୍ଟ୍ରକ୍ସନ୍ ପକ୍ଷରୁ ମେକାନିକାଲ୍, ଇଲେକ୍ଟ୍ରିକାଲ୍ ଏବଂ ସିଭିଲ୍ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନଙ୍କୁ ବାସ୍ତବିକ ଅନୁଭୂତି ଏବଂ ଇଣ୍ଡଷ୍ଟ୍ରି ପାଇଁ…
କୋମଣ୍ଡ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଓଡ଼ଗାଁ,୧୫।୭(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ କୋମଣ୍ଡ ଆନନ୍ଦ ସାହୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅବସରରେ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ…
ଦିଲ୍ଲୀପ୍ ବିଶୋଇ ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ମନୋନୀତ
ଓଡ଼ଗାଁ, ୧୫।୭(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ରାଜ୍ୟରେ ଛାତ୍ର କଂଗ୍ରେସ ସଂଗଠନକୁ ମଜବୁତ ଓ ଅଧିକ ଗତିଶୀଳ କରିବା ଉଦ୍ଦେଶ୍ୟରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ କୁମାର ପ୍ରଧାନ ବହୁ ଅନୁଭବୀ ଓ ଦକ୍ଷ ଛାତ୍ରନେତା ମାନଙ୍କୁ ନିଯୁକ୍ତି କରି ରାଜ୍ୟ କମିଟି ଗଠନ କରିଛନ୍ତି । ଏହି…
ବାହାଡ଼ାଝୋଲା ଫାଣ୍ଡିକୁ ଥାନାର ମାନ୍ୟତା ଦାବି, ବୁଦ୍ଧିଜୀବୀ ଓ ସାମ୍ବାଦିକଙ୍କ ମିଳିତ ବୈଠକ
ଓଡ଼ଗାଁ,୧୫।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ନୂଆଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ବାହାଡ଼ାଝୋଲାରେ ବହୁ ପୁରାତନ ବ୍ରିଟିଶ ଅମଳର ଫାଣ୍ଡିକୁ ଥାନାର ମାନ୍ୟତା ପ୍ରଦାନ ପାଇଁ ଅଂଚଳର ସାମ୍ବାଦିକ ଓ ବୁଦ୍ଧିଜୀବୀ ମାନଙ୍କୁ ନେଇ ମିଳିତ ବୈଠକ ମଙ୍ଗଳବାର…
ଚନ୍ଦନଭାଟିରେ ପ୍ରଥମ ଥର ଲାଗି ଉପଯୁକ୍ତ ମାନ ବହନ କରୁଥିବା ତୈଳ ଜାତୀୟ ବୀଜ କ୍ରୟର ଶୁଭାରମ୍ଭ
ବଲାଙ୍ଗିର- ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ଓଡିଶା ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ ଲିଃ. ଓ ଆଂଚଳିକ କ୍ଷେତ୍ର ପରିଚାଳକ ମାର୍କଫେଡ଼, ବଲାଙ୍ଗୀରଙ୍କ ଦ୍ୱାରା ବଲାଙ୍ଗୀର ଜିଲ୍ଲାର ଚନ୍ଦନଭାଟି ପେସ୍କରେ ପ୍ରଥମ ଥର ଲାଗି ଉପଯୁକ୍ତ ମାନ ବହନ କରୁଥିବା ତୈଳ ଜାତୀୟ ବୀଜ କ୍ରୟର ଶୁଭାରମ୍ଭ…
ସୁବର୍ଣ୍ଣପୁର ଜିଲ୍ଲା ର ଜିଲ୍ଲା ଉନ୍ନୟନ ସମ୍ୱନ୍ଵୟ ଓ ପର୍ଯ୍ୟବେକ୍ଷଣ ସମିତି (ଦିଶା) ବୈଠକ ଅନୁଷ୍ଠିତ ।
ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) :ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ଉନ୍ନୟନ ସମ୍ୱନୟ ଓ ପର୍ଯ୍ୟବେକ୍ଷଣ ସମିତି (ଦିଶା) ବୈଠକ ମାନ୍ୟବର ସାଂସଦ, ବଲାଙ୍ଗୀର, ଶ୍ସଙ୍ଗୀତା କୁମାରୀ ସିଂହ ଦେଓ ଙ୍କ ଅଧ୍ୟକ୍ଷତାରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ…