Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜୁଲାଇ ୨୧ରୁ ଏଆଇସିଟିଇ ଏବଂ ଆଇବିସିଏସ୍ ପକ୍ଷରୁ ପାଂଚ ଦିନିଆ ଏଫଡିପି
ଭୁବନେଶ୍ୱର, ଜୁଲାଇ ୧୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନ୍ସ ଇନଷ୍ଟିଟ୍ୟୁଟ ଅଫ୍ ବିଜିନେସ୍ ଆଣ୍ଡ କମ୍ପୁ୍ୟଟର ଷ୍ଟଡିଜ୍ରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଓ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଇନୋଭେସନ୍ ସେଲ ପକ୍ଷରୁ…
ସଫଳତା ପ୍ରତି ଆଗକୁ ବଢିବା- “ସତ୍ୟ ନାଚିକା ର ଯାତ୍ରା ସିଙ୍ଗିରିପଦର ଠାରୁ IIT ମାଡ୍ରାସ ପର୍ଯ୍ୟନ୍ତ”
କାଶୀପୁର ରୁ ବୈକୁଣ୍ଠ ଦୁରିଆ -, କାଶୀପୁର ର ବାକାମ୍ବ ପଞ୍ଚାୟତର ସିଙ୍ଗିରିପଦର ଗ୍ରାମର ଏକ ଉଜ୍ଜ୍ୱଳ ଓ ଶ୍ରମଶୀଳ ଛାତ୍ର, ନଭେମ୍ବର 2024 ରେ ତାଙ୍କ ପିତାଙ୍କର ମୃତ୍ୟୁ ପରେ ଜୀବନ ପରିବର୍ତ୍ତନ କରୁଥିବା ଦୁର୍ଭାଗ୍ୟର ସାମନା କରିଥିଲେ। ତାଙ୍କ ପିତା ଏକ କ୍ଷୁଦ୍ର ଓ ନାମମାତ୍ର କୃଷକ ଥିଲେ।…
ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଚଳିତ ବର୍ଷର ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରବୀନ୍ଦ୍ର ନାଥ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ବେଲଗୁଣ୍ଠା ଥାନା ଏସ୍ଆଇ ଅଭୟ…
ନୂତନ ରାସନ୍ କାର୍ଡ ବିତରଣ କାର୍ଯ୍ୟକ୍ରମ।
ବାସୁଦେବପୁର -ବାସୁଦେବପୁର ରେ ନୂତନ ରାସନ୍ କାର୍ଡ ବିତରଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ନୀଳମଣି ଟାଉନ ହଲ ପରିସରରେ ଏହି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା ବେଳେ ବିଭାଗୀୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇ ହିତାଧିକାରୀ ଙ୍କୁ ନୂତନ କାର୍ଡ ପ୍ରଦାନ କରିଥିଲେ।…
ସତ୍ୟ ସନ୍ଧାନ ଅନୁଷ୍ଠାନ ପକ୍ଷ ରୁ ଶୁଖିଲା ଖାଦ୍ୟ ପଦାର୍ଥ ପ୍ରଦାନ।
ବାସୁଦେବପୁର - ସତ୍ୟ ସନ୍ଧାନ ରେ ଅନୁଷ୍ଠାନ ପକ୍ଷ ରୁ ବାସୁଦେବପୁର ବାଲାଜୀ ବାସନ୍ତୀ ବୃଦ୍ଧା ଶ୍ରମ ରେ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରାଯାଇଛି। ଶନିବାର ଦିନ ସତ୍ୟ ସନ୍ଧାନ ରେ ଅନୁଷ୍ଠାନ ର ପ୍ରତିଷ୍ଠାତା ଅଜୟ ତ୍ରିପାଠୀ ଓ କୋଷାଧ୍ୟକ୍ଷ ପଦ୍ମ ଲୋଚନ ତିଆଡ଼ି ଆଶ୍ରମ ରେ ଉପସ୍ଥିତ ରହି ସୁଖ…
ବିଚ୍ ରାସ୍ତାରେ ନାବାଳୀକାକୁ ଜାଳିଦେଲେ ୩ ଦୁର୍ବୁତ୍ତ
ବଳଙ୍ଗା, ପୁରୀ ୧୯/୭: ବିଚ୍ ରାସ୍ତାରେ ନାବାଳୀକାକୁ ପେଟ୍ରୋଲ ଢାଳି ଜାଳିବାକୁ ଉଦ୍ୟମ କରିଛନ୍ତି ୩ ଦୁର୍ବୁତ୍ତ। ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ବାୟାବର ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ଅର୍ଦ୍ଧଦଗ୍ଧ ଅବସ୍ଥାରେ ପ୍ରାଥମିକ ଚିକିତ୍ସା ପରେ ପିଡ଼ୀତାଙ୍କୁ ଭୂବନେଶ୍ବର ଏମସ୍ ରେ…
ମହିଳା କମିଶନର କାର୍ଯ୍ୟାଳୟ ଆଗରେ ବିଜୁ ମହିଳା ଜନତା ଦଳର ଧାରଣା
ରାଜ୍ୟରେ ମହିଳା ଓ ଶିଶୁମାନେ ଅସୁରକ୍ଷିତ
ନାରୀ ନିର୍ଯାତନା ଓ ଦୁଷ୍କର୍ମ ଦିନକୁ ଦିନ ବଢ଼ିଚାଲିଛି
ନାରୀଟିଏ ନ୍ୟାୟ ପାଇଁ କାହାର ଦ୍ୱାରସ୍ଥ ହେବ?
ଭୁବନେଶ୍ୱର, ୧୯/୦୭/୨୦୨୫: ରାଜ୍ୟରେ ଦିନକୁ ଦିନ ମହିଳା ଓ ଶିଶୁମାନେ ଅସୁରକ୍ଷିତ ମନେକରିବା ସହିତ ନିର୍ଯାତନା ଓ…
ଋଥଯାତ୍ରା ୨୦୨୫ରେ ୧ ଲକ୍ଷରୁ ଅଧିକ ଭକ୍ତ ଆଧ୍ୟାତ୍ମିକ ଭାବରେ ନିଜକୁ ଆଶୀର୍ବାଦର ‘ଭକ୍ତି ପଥେ’ ଅଭିଯାନରେ ତଲ୍ଲୀନ କଲେ
ଆଶୀର୍ବାଦ ଶୁଦ୍ଧ ଚକ୍କି ଅଟ୍ଟାରୁ ପ୍ରସ୍ତୁତ ଏବଂ ଡିଜିଟାଲ ପଦ୍ଧତିରେ ୩୦,୦୦୦ରୁ ଅଧିକ ପ୍ରସାଦ ଯୋଗାଣ କରିଥିଲା, ଏକ ଗଭୀର ଆଧ୍ୟାତ୍ମିକ ଯାତ୍ରା ଭାବଧାରା ସୃଷ୍ଟି ନିମନ୍ତେ ସକ୍ରିୟକରଣରେ ସର୍ବାଧୁନିକ ପ୍ରଯୁକ୍ତି ସହିତ ବିଧି ବିଧାନଗୁଡିକର ସମ୍ମିଶ୍ରଣ ଘଟାଇଥିଲା
ଭୁବନେଶ୍ୱର: ମହାପ୍ରଭୁ…
ସାତ ବର୍ଷର ଦେବର୍ଶୀଙ୍କ ଅଦମ୍ୟ ସାହସ;ମାଲଖମ୍ବରେ ଜିତିଲେ ତିନି ପଦକ
ପୁରୀ, (ଅନିମେଶ ପଟ୍ଟନାୟକ): ସାତ ବର୍ଷ ବୟସର ଛୋଟିଆ ଝିଅ ଦେବର୍ଶୀ ରଥ ତାଙ୍କ ଅଦମ୍ୟ ଶ୍ରମ ଓ ସାହସରେ ମାଲଖମ୍ବ ଖେଳରେ ଅଭୁତପୂର୍ବ ସଫଳତା ଅର୍ଜନ କରିଛନ୍ତି। ସ୍ଥାନୀୟ କନଭେଣ୍ଟ ସ୍କୁଲର ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ଦେବର୍ଶୀ । ସେ ଭିଆଇପି ରୋଡ ସ୍ଥିତ ଝାଡ଼େଶ୍ୱରୀ କ୍ଲବରେ ନିଜର ଅଭ୍ୟାସ…
କନ୍ୟା ଙ୍କୁ ସ୍ୱାଗତ ସହିତ ପରିବେଶ ସୁରକ୍ଷା ଏବଂ ପ୍ରକୃତି ସଚେତନତା ଅଭିଯାନ
ଆଦ୍ୟ ତା ୧୮.୦୭.୨୦୨୫ ଅଶୋଳ ସାହୁ, ଶାସକ ପ୍ରଶାସକ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଜୁନାପାଣି, ଡାବୁଗାଁ ବ୍ଲକ ଠାରେ ଝିଅମାନଙ୍କୁ ସ୍ୱାଗତ ସହିତ ପରିବେଶ ସୁରକ୍ଷା ଏବଂ ପ୍ରକୃତି ସଚେତନତା ଅଭିଯାନ “ଶିଶୁ କନ୍ୟାକୁ ବଞ୍ଚାଅ, ଝିଅକୁ ପଢ଼ାଅ” (Beti Bachao, Beti Padhao) ଏବଂ “ବିଜୁ…