Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶ୍ରୀବତ୍ସ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ଏବଂ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ୧୯ ଜୁଲାଇ ମାସ ୧୯ ତାରିଖ ୨୦୨୫ ଶନିବାର ଦିନ ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ଖାଲାସିସାହି ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ସ୍ଥାନୀୟ ଶ୍ରୀବତ୍ସ ଉଚ୍ଚ ବିଦ୍ୟାଳୟ ଠାରେ ୭୬ ତମ ବନମହୋତ୍ସବ ଆଜି ପାଳନ ହୋଇଯାଇଛି। ଏଥିରେ…
ମେଧାବୀ ସତ୍ୟ ନାଚିକାର ଉଚ୍ଚ ବୈଷୟକ ଶିକ୍ଷା ପାଇଁ ହାତ ବଢାଈଲା ଜିଲ୍ଲା ପ୍ରଶାସନ l
ରାୟଗଡ:-ତା. ୧୯/୦୭-ରାୟଗଡ଼ ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସିନ୍ଦିପଦର ଗ୍ରାମର ମେଧାବୀ ଛାତ୍ର ଆୟୁଷ୍ମାନ ସତ୍ୟ ନାଚିକା ଚଳିତ ବର୍ଷ ଭାରତୀୟ ବୈଷୟିକ ଶିକ୍ଷା ଅନୁଷ୍ଠାନ ମାଡ୍ରାସରେ ନାମ ଲେଖିବା ପାଇଁ କୃତକାର୍ଯ୍ୟ ହୋଇଛନ୍ତି l ତାଙ୍କର ବାପା ବଦ୍ରୁ ନାଚିକା ମୃତ୍ୟବରଣ କରିଥିବା ବେଳେ…
ରାୟାଗଡାର ସମ୍ପୂର୍ଣ୍ଣତା ଅଭିଆନ୍ ସମ୍ମାନ ସମରୋହଙ୍କ ପାଇଁ ପ୍ରସ୍ତୁତି ବୈଠକ |
ରାୟଗଡା: ଆଗାମୀ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ପାଇଁ ଏକ ପ୍ରସ୍ତୁତି ବୈଠକ ରାୟଗଡା ଜିଲ୍ଲା ପରିଷଦର ସିଡିଓ-ତଥା -ଇଓ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳଛାୟା, ଆଇସିଡିଏସ, ମୌଳିକ ଭିତ୍ତିଭୂମି ଏବଂ ସାମାଜିକ…
ରାୟଗଡ଼ା ବୈଶିଷ୍ଟ୍ୟ! ନିମ୍ବ ପତ୍ର ମିଶ୍ରିତ ତେଲ ପ୍ରୟୋଗ।
ରାୟଗଡ଼ା: ସଂପ୍ରତି ଆବାସିକ ବିଦ୍ୟାଳୟ ରେ ବିଦ୍ୟାର୍ଥୀ ମାନଙ୍କୁ ମ୍ୟାଲେରିଆ, ଡେଙ୍ଗୁ ଓ ଚିକୁନଗୁନିଆ ଭଳି ମାରାତ୍ମକ ରୋଗ ରୁ ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥି ମଧ୍ୟରେ ଔଷଧ ଯୁକ୍ତ ମଶାରୀ ବ୍ୟବହାର, କୀଟନାଶକ ଔଷଧ ସିଞ୍ଚନ, ପରିବେଶ ସଫା ସୁତୁରା ରଖିବା ଓ…
ଡ୍ରାଗନ ଫଳ ଚାଷ “ମା ନନ୍ଦ ଗଣ୍ଡl ” ସ୍ୱୟଂ ସହାୟକ ଗୋଷ୍ଠୀ ହେବାର ସ୍ୱବାଲମ୍ବି ଆଶା ଉଜ୍ଜଳ
ରାୟଗଡ:-ତା. ୧୯/୦୭/୨୫-ରମାନାଗୁଡା ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ ଅଟେ , ଏଠାକାର ଚାଷୀ ମାନଙ୍କର ଆୟ ବହୁତ ସ୍ୱଳ୍ପ ଅଟେ। ଏଥିପାଇଁ ଏହି ଅଞ୍ଚଳରେ ଉଚ୍ଚ ଆୟ ସମ୍ପନ୍ନ ପାଇଁ ରାଜ୍ୟ ସରକାରଙ୍କ ଓଡିଶା ଜୀବିକା ମିଶନ (OLM) ତରଫରୁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଥିଲା । ତାମଧ୍ୟରୁ…
ସୋଆରେ ଚତୁର୍ଦ୍ଦଶ ଏମ୍ଏସ୍ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା
ଭୁବନେଶ୍ୱର, ଜୁଲାଇ ୧୯: ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ ସାଇନସେସ୍ (ଆଇଏଏସ୍)ରେ ବୁଧବାର ଚତୁର୍ଦ୍ଧଶ ସ୍ୱାମୀନାଥନ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି ।ଆୟୋଜିତ ବକ୍ତୃତାମାଳାରେ ଉତରବଙ୍ଗ କୃଷି ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା କୃଷି ସମ୍ପ୍ରସାରଣ…
ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ଭବନ ପରିସରରେ ବୃକ୍ଷରୋପଣ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାଭବନ ପରିସରରେ ସରସ୍ଵତୀ ଶିଶୁ ବିଦ୍ୟା ଭବନ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…
ଖୋର୍ଦ୍ଧା ଜିଲ୍ଲା ରେ ଖରିଫ ଧାନ ପଞ୍ଜିକରଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ l
ଖୋର୍ଦ୍ଧାରୁ (ଶେକ ଜାଫର ): ଖୋର୍ଦ୍ଧା--19/7-ଚଳିତ ୨୦୨୫ ଖରିଫ ଚାଷ ନିମନ୍ତେ ଚାଷୀ ମାନଙ୍କ ପଞ୍ଜିକରଣ ଚଳିତ ମାସ ୧୯ ତାରିଖରୁ ଠାରୁ ପ୍ରାଥମିକ କୃଷି ସମବାୟ ସମିତି ସ୍ତରରେ ଆରମ୍ଭ କରାଯିବ। ଚାଷୀ ପଞ୍ଜିକରଣ ସଂପୂର୍ଣ୍ଣ ନୂତନ ମାର୍ଗଦର୍ଶିକା ଅନୁଯାୟୀ କରାଯିବ ଯେଉଁଥିରେ ସମସ୍ତ ଚାଷୀ…
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ମାତୃ ସମ୍ବିଳନୀ ଅନୁଷ୍ଠିତ ।
ପଦ୍ମପୁର:- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁର ର ଶିଶୁବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଶିଶୁ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ମୂଖ୍ୟ ଅତିଥି ଭାବରେ ଶିକ୍ଷା ବିକାଶ ସମିତି ବିଦ୍ଵତ ପରିଷଦର ସଭାପତି ଡ଼ଃ ବାଞ୍ଛାନିଧି ପଣ୍ଡା ଯୋଗଦେଇ…
ଓପିଜିସି ୮୩.୮ ପ୍ରତିଶତ ପିଏଲ୍ଏଫ୍ ସହ ଦ୍ବିତୀୟ ସ୍ଥାନରେ
ଝାରସୁଗୁଡ଼ା: ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନ ନିଗମ ଲିମିଟେଡ୍ (ଓପିଜିସି) ୨୦୨୪-୨୫ ଆର୍ଥିକ ବର୍ଷରେ ୮୩.୮୦ ପ୍ରତିଶତ ପ୍ଲାଣ୍ଟ ଲୋଡ୍ ଫ୍ୟାକ୍ଟର୍ (ପିଏଲ୍ଏଫ୍) ହାସଲ କରି ଭାରତର ସମସ୍ତ ରାଜ୍ୟ ସରକାର ଅଧୀନ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକ ମଧ୍ୟରେ ଦ୍ବିତୀୟ ସ୍ଥାନ ହାସଲ କରିଛି। ଏହି ସଫଳତା…