Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପରିବର୍ତ୍ତନ ଫାଉଣ୍ଡେସନର ସଭ୍ୟ ମାନେ ସବୁଜ ନବରଙ୍ଗପୁର ଜିଲ୍ଲା ଗଠନ ନିମନ୍ତେ ଅଣ୍ଟା ଭିଡ଼ିଲେ
ନବରଙ୍ଗପୁର:20/07/25,ଅଶୋକ ସାହୁ, ଶାସକ ପ୍ରଶାସକ, ପରିବର୍ତ୍ତନ ଫାଉଣ୍ଡେସନ ର ପ୍ରତିଷ୍ଠାତା ତଥା ସଭାପତି ନିନିବାବୁ ତ୍ରିପାଠୀଙ୍କ ଆହ୍ଵାନ କ୍ରମେ ନବରଙ୍ଗପୁର ଜିଲ୍ଲା ଭତରା ସିଉନି ମନ୍ଦିର ନିକଟ ରାସ୍ତାରେ ପରିବର୍ତ୍ତନ ଫାଉଣ୍ଡେସନ ର ସଭ୍ୟ ଙ୍କ ଦ୍ଵାରା ସବୁଜ ନବରଙ୍ଗପୁର ଗଠନ ନିମନ୍ତେ…
ହୋହାଲ୍ଲାରେ ଆରମ୍ଭ, ହୋହାଲ୍ଲାରେ ଶେଷ
ନୟାଗଡ଼ ପଞ୍ଚାୟତ ସମିତି ଦଶମ ସାଧାରଣ ଅଧିବେଶନ
ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ପଞ୍ଚାୟତ ସମିତି ଦଶମ ସାଧାରଣ ଅଧିବେଶନ ହୋହାଲ୍ଲାରେ ଆରମ୍ଭ ହୋଇ ହୋହାଲ୍ଲାରେ ଶେଷ ହୋଇଛି । ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୟାଗଡ଼ ବିଧାୟକ ଡ.…
ଜିଲ୍ଲା ସ୍ତରୀୟ କାଉନସିଲର ତାଲିମ ଶିବିର: ବିକଶିତ ଓଡ଼ିଶା ପାଇଁ ସମସ୍ତଙ୍କ ସହଭାଗିତା ଜରୁରୀ
ନୟାଗଡ଼(ବିଶ୍ୱଜିତ ନାୟକ) -୨୦୩୬ ମସିହା ସୁଦ୍ଧା ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ସରକାର ନେଇଥିବା ପଦକ୍ଷେପକୁ ସହରାଞ୍ଚଳ ନିର୍ବାଚିତ ପ୍ରତିନିଧିମାନଙ୍କ ଖୁବ ଅବଦାନ ରହିଛି ବୋଲି ଆଜି ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ ମତ ବ୍ୟକ୍ତ କରିଛନ୍ତି । ବିକଶିତ ଭାରତ ଗଠନରେ ଓଡ଼ିଶାର ଭୂମିକା…
ମନ୍ତ୍ରୀ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଙ୍କ କଳାହାଣ୍ଡି ଗସ୍ତ
ଜିଲାସ୍ତରୀୟ ଉନ୍ନୟନ ମୂଳକ ଯୋଜନା ର ସମୀକ୍ଷା ଏବଂ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ବଲାଙ୍ଗୀର ସର୍କଲ ସ୍ତରୀୟ ସମ୍ମିଳନୀରେ ଯୋଗଦାନ ।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ତା. ୧୯/୦୭/୨୦୨୫ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ବଲାଙ୍ଗିର ସର୍କଲ ସ୍ତରୀୟ କର୍ମକର୍ତ୍ତା…
ଆବର୍ଜନା ମୁକ୍ତ ସହର ଗଠନ ପାଇଁ ସ୍ବଚ୍ଛତା ଅଭିଯାନ
ଓଡ଼ଗାଁ,୧୯।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ କ୍ରମେ "ସଫାଇ ଅପନାଓ ବେମାରୀ ହଟାଓ" ଏକ ସ୍ବଚ୍ଛତା କାର୍ଯ୍ୟକ୍ରମ ଶନିବାର ଆରମ୍ଭ ହୋଇଛି । ବିଭାଗୀୟ ନିର୍ଦ୍ଦେଶ କ୍ରମେ…
ଗ୍ରାମ୍ୟଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ଙ୍କ କଳାହାଣ୍ଡି ଗସ୍ତ ଓ ଉନ୍ନୟନ…
ଭବାନିପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ତା. ୧୯.୦୭.୧୦୨୫ - ଗ୍ରାମ୍ୟଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ ସହିତ କଳାହାଣ୍ଡି ଜିଲ୍ଲାପରିଷଦ ସଭାଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଉନ୍ନୟନ ମୂଳକ…
ଓଡ଼ଗାଁ ବ୍ଳକ ନବମ ସାଧାରଣ ଅଧିବେଶନ: ପଞ୍ଚରିଡ଼ା ବନାଞ୍ଚଳରେ ଚାରା ରୋପଣ ପାଇଁ ବ୍ୟୟ ଅର୍ଥର ତଦନ୍ତ ନିର୍ଦ୍ଦେଶ
ଓଡ଼ଗାଁ,୧୯।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ନବମ ସାଧାରଣ ଅଧିବେଶନ ଶନିବାର ବ୍ଳକ୍ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ଅଧିବେଶନରେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦେଇ ଆଲୋଚନାରେ…
ସାମ୍ବାଦିକଙ୍କ ଅକାଳ ବିୟୋଗ
ଓଡ଼ଗାଁ,୧୯।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜୟ ମଣ୍ଡପ ସାହିରେ ରହୁଥିବା ସାମ୍ବାଦିକ ନବକିଶୋର ପଣ୍ଡା (୫୯) ଙ୍କ ଅକାଳ ବିୟୋଗରେ ଓଡ଼ଗାଁ ସାମ୍ବାଦିକ ସଂଘ ତରଫରୁ ଶୋକବ୍ୟକ୍ତ କରାଯାଇଛି । ଏବଂ ତାଙ୍କର ଶୋକସନ୍ତପ୍ତ ପରିବାରକୁ ଇଶ୍ଵର ଅସିତ ଧର୍ଯ୍ୟ ଏବଂ ସାହାସ…
ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟା ପ୍ରତ୍ୟୁଷାଙ୍କ ସମ୍ବର୍ଦ୍ଧନା ଉତ୍ସବ
ଓଡ଼ଗାଁ,୧୯।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଓ ଏନ୍ଏସି ଭାରତୀୟ ଜନତା ପାର୍ଟି ଆନୁକୁଲ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ନୟାଗଡ଼ର ବିଜେପି ନେତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟା ପ୍ରତ୍ୟୁଷା ରାଜେଶ୍ବରୀ ସିଂଙ୍କୁ ଦଳର ବ୍ଳକ ସ୍ତରୀୟ ନେତା, କର୍ମୀ…
ଶ୍ରୀବତ୍ସ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ଏବଂ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ୧୯ ଜୁଲାଇ ମାସ ୧୯ ତାରିଖ ୨୦୨୫ ଶନିବାର ଦିନ ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ଖାଲାସିସାହି ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ସ୍ଥାନୀୟ ଶ୍ରୀବତ୍ସ ଉଚ୍ଚ ବିଦ୍ୟାଳୟ ଠାରେ ୭୬ ତମ ବନମହୋତ୍ସବ ଆଜି ପାଳନ ହୋଇଯାଇଛି। ଏଥିରେ…