Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନବରଙ୍ଗପୁର ଠାରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ ସଦାଶିବ ତ୍ରୀପାଠୀ ଙ୍କ ଶ୍ରାଦ୍ଧ…
ନବରଙ୍ଗପୁର ୦୯.୦୯.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ,ସ୍ଥାନୀୟ ନବରଙ୍ଗପୁର ପୌରପାଳିକା ସମ୍ମିଳନୀ ଗୃହରେ ସକାଳ ୧୦.୦୦ ଘ ସମୟରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ା ସଦାଶିବ ତ୍ରୀପାଠୀଙ୍କ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପ୍ରତିମୂର୍ତ୍ତୀରେ…
ଜିଲ୍ଲା କଂଗ୍ରେସ ସଭାପତି ଦୌଡରେ ୬ ଆଶାୟୀ ।
ବ୍ଳକ ପରିଦର୍ଶନ କରି ମତସଂଗ୍ରହ କଲେ କେନ୍ଦ୍ରୀୟ ତଥା ରାଜ୍ୟ ପର୍ଯ୍ୟବେକ୍ଷକ
ମାଲକାନଗିରି/ସୁରେନ୍ଦ୍ର ବେମାଲ, ତା:-୦୯/୦୯: ଜିଲ୍ଲା କଂଗ୍ରେସ ସଭାପତି ପଦ ପାଇଁ ୬ ଜଣ ଆଶାୟୀ ଅଛନ୍ତି। ଏହାକୁ ନେଇ କେନ୍ଦ୍ରୀୟ ଓ ରାଜ୍ୟ ପର୍ଯ୍ୟବେକ୍ଷକ ଙ୍କ ଚିନ୍ତା ବଢିଯାଇଛି । ସେମାନେ ୬ ଟି ବ୍ଳକ…
ଏମଭି ୭୯ ଜୋନ୍ରେ ବିଦ୍ୟାଳୟ ସମୂହ ଦୌଡକୁଦ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନ
ମାଲକାନଗିରି/ସୁରେନ୍ଦ୍ର ବେମାଲ: ସ୍ଥାନୀୟ ଏମଭି ୭୯ ସାବରୀ ମିନି ଷ୍ଟାଡିୟମ୍ରେ ଏମଭି ୭୯ ଜୋନ୍ ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡକୁଦ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଆଜି ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀୟ ଉତ୍ସବ ଭବ୍ୟ ଭାବେ ପରିଚାଳିତ ହୋଇଛି। ଏହି ପ୍ରତିୟୋଗିତା ଦୁଇ ଦିନ ବ୍ୟାପୀ…
ଅଯୋଧ୍ୟା -ବାରଣାସି ତୀର୍ଥଯାତ୍ରାରେ ବାହାରିଲେ କେନ୍ଦ୍ରାପଡ଼ାର ୧୦୮ ଜଣ ବରିଷ୍ଠ ନାଗରିକ
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଓଡିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଆଜି ପ୍ରଥମ ପର୍ଯ୍ୟାୟରେ ଅଯୋଧ୍ୟା -ବାରଣାସୀ ଅଭିମୁଖେ କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ୧୦୮ ଜଣ ବରିଷ୍ଠ ନାଗରିକ ସମେତ ୪ ଜଣ ଏସକୋର୍ଟ ଅଫିସର ତୀର୍ଥଯାତ୍ରାରେ ବାହାରିଛନ୍ତି | ଆଳି ବ୍ଲକରୁ…
ସମ୍ ହସ୍ପିଟାଲ୍ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ
ଭୁବନେଶ୍ୱର, ସେପ୍ଟେମ୍ବର ୯: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ରେ ସୋମବାର ଜଣେ ୫୨ ବର୍ଷୀୟ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଠାରୁ ଯକୃତ ବାହାର କରାଯାଇ ଭୁବନେଶ୍ୱରର ଅନ୍ୟ ଏକ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ନିମନ୍ତେ…
ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ‘ଡିକୋଡିଙ୍ଗ କର୍ମ-ଫ୍ରମ୍ ବାର୍ଥ ଟୁ ରିବାର୍ଥ’ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର, ସେପ୍ଟେମ୍ବର ୯: ମୁଁ କିଏ ? ମୁଁ କେଉଁଠାରୁ ଆସିଛି ? ମୃତ୍ୟୁ ପରେ ମୋ ସହିତ କ’ଣ ହେବ ? ଏହା ହୁଏତ ଅତ୍ୟଧିକ ଦାର୍ଶନିକ ପ୍ରଶ୍ନ ହୋଇପାରେ, କିନ୍ତୁ ଏଭଳି ପ୍ରଶ୍ନକୁ ନେଇ ଆତ୍ମଚିନ୍ତନ କଲେ ନିଜ ମନରେ ବେଶ ପରିବର୍ତନ ଆସିପାରିବ ବୋଲି କହିଛନ୍ତି ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍…
ମାଗଣା ଚକ୍ଷୁ ଚିକିତ୍ସା ଶିବିର: ୨୧୦ ରୋଗିଙ୍କ ଚକ୍ଷୁ ପରୀକ୍ଷା,ଅପରେସନ ପାଇଁ ୩୧ ଜଣ ଗଲେ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରଙ୍ଗଣିପାଟଣା ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ମାଗଣା ଚକ୍ଷୁ ଚିକିତ୍ସା ଶିବିରରେ ୨୧୦ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୧୬୦ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା । ଏବଂ ୩୧ ଜଣଙ୍କୁ ଅପରେସନ ପାଇଁ ପଠାଇ…
ରାଜ୍ୟ ବନ ସଂରକ୍ଷକଙ୍କ ଓଡ଼ଗାଁ ଗସ୍ତ,ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଯୋଗ ଦେଲେ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ରଙ୍ଗଣିପାଟଣା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଓଡ଼ଗାଁ ବନବିଭାଗ ଦ୍ୱାରା ଆୟୋଜିତ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ତ ଯୋଗଦେଇ ଉପସ୍ଥିତ ଶତାଧିକ ସ୍ବୟଂ ସହାୟକ ଗୋଷ୍ଠୀର…
ଅନ୍ଲାଇନ୍ସ ଜୁଆ ମ୍ୟାକେଟ୍ ଠାବ: ଷ୍ଟେସନପଡ଼ାରେ ଚଢ଼ଉ, ୫ ଗିରଫ
ରାଜଗାଙ୍ଗପୁର,(ବିଷ୍ଣୁ ଭୌମିକ) ରାଜଗାଙ୍ଗପୁର ପୁଲିସ ସ୍ଥାନୀୟ ଷ୍ଟେସନପଡ଼ାର ଏକ ଭଡ଼ାଘରେ ଚାଲୁଥିବା ଅନ୍ଲାଇନ୍ସ ଜୁଆ ଆଡାରେ ଅତର୍କିତ ଚଢ଼ଉ କରି ୫ ଜଣଙ୍କୁ କାବୁ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶ ଭୋପାଳର ଷଣ୍ଡୁପାଲି ଜଗଦିଶ(୨୪), ଭିଲାଇ ଦୁର୍ଗ ଖୁରସିପାର ମାଣ୍ଡୁ…
ବିଜେପୁରରେ ଅନନ୍ତ ବ୍ରତ ମହୋତ୍ସବ – ଭକ୍ତି, ଆନନ୍ଦ ଓ ସାଂସ୍କୃତିକ ଏକତାର ଉତ୍ସବ
ବିଜେପୁର :- ଚଳିତ ବର୍ଷର ଅନନ୍ତ ବ୍ରତ ମହୋତ୍ସବ ସୋମବାର ତୃତୀୟ ଦିନରେ ପହଞ୍ଚିଥିବା ବେଳେ, ବିଜେପୁର ଜମିଦାର ତଥା ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀମାନ ସନତ କୁମାର ଗଡ଼ତୀୟା ସମସ୍ତ ଆଠଟି ପୂଜାମେଢ଼ରେ ପରିଦର୍ଶନ କରିଥିଲେ।ହାଇସ୍କୁଲ ପଡ଼ିଆରେ ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ…